Stories Odisha
Hyper Local News Portal of Odisha
ଷ୍ଟୋରିଜ ଓଡ଼ିଶା ଏକ ୱେବ୍ପୋର୍ଟାଲ ହେଲେ ମଧ୍ୟ ଏହା ଅନ୍ୟ ୱେବ୍ ପୋର୍ଟାଲ ଠାରୁ ଭିନ୍ନ ସ୍ୱାଦର ।ଏଥିରେ ନିୟମିତ ଖବର ନୁହେଁ ବରଂ ଫିଚର, ଆନାଲିସିସ୍, ଓପିନିୟନ ଉପରେଗୁରୁତ୍ୱ ଦିଆଯିବ । ବିଶେଷକରି ଦୂରଦୂରାନ୍ତ ଅଂଚଳରେ ରହୁଥିବା ଲୋକମାନଙ୍କ ଜୀବନ, ଜୀବିକା ସଂପର୍କୀତ ଲେଖା ଏଥିରେ ପ୍ରକାଶ ପାଇବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛିଏହି ପ୍ରସଙ୍ଗ ଗୁଡ଼ିକୁ ଲିଙ୍ଗ ଭିତିକ ଦୃଷ୍ଟି କୋଣରୁ ସଂବେଦନଶୀଳ ଭାବେଲେଖାଯିବାକୁ ଚେଷ୍ଟାକରାଯିବ । ଅନ୍ତତଃପକ୍ଷେ ମହିଳା ମାନଙ୍କ ସମସ୍ୟା ଯେପରି ଅଦୃଶ୍ୟ ଆଉ ଅଣଦେଖା ହୋଇରହିବ ନାହିଁ ସେ ଦିଗରେଗୁରୁତ୍ୱ ଦେବାକୁଚେଷ୍ଟାକରାଯିବ । ଏଥିରେଲେଖା, ଭିଡ଼ିଓ, ଫଟୋ-ଫିଚର ଓ ପଡ଼କାଷ୍ଟ୍ ବିଭାଗ ହିବ ।ଏହି ୱେବ୍ପୋର୍ଟାଲ ଟିମହିଳା ସାମ୍ବାଦିକା ମାନଙ୍କ ଦ୍ୱାରା ପରିଚାଳିତ । ଯଦି ଆପଣଏଥିରେ ନିଜର ଲେଖା ଦେବାକୁ ଚାହାଁନ୍ତି ତେବେ ଆମକୁ ତଳେ ଦିଆଯାଇଥିବା ମେଲ ଆଇଡ଼ିରେ ନିଜର ଷ୍ଟୋରି ପିଚ୍ବା ଆଇଡ଼ିଆସେୟାରକରିପାରିବେ । ଆପଣଙ୍କ ଲେଖା ସଂପର୍କୀତ ଆଇଡ଼ି ଆମ ନୋନିତ ହୁଏ ତେବେ ଆମେ ଆପଣଙ୍କୁ ପୁରାଲେଖା ପଠାଇବା ପାଇଁ ଯୋଗାଯୋଗ କରିବୁ ।ବର୍ତମାନ କିଛିମହିଳାସାମ୍ବାଦିକା ଆମକୁଷ୍ଟୋରୀ ପଠାଉଥିବାବେଳେ, ଖୁବଶିଘ୍ର ଆମେ ଆଉ ୧୦ ଜଣ ଆଦିବାସୀ ଓ ଦଳିତମହିଳାଙ୍କୁ ‘ମୋଜୋରିପୋର୍ଟର’ ଭାବେଟ୍ରେନିଂ ଦେବୁଯେଉଁମାନେ କିତାଙ୍କ ନିଜ ଅଂଚଳର/ ବ୍ଲକ୍ର/ ଜିଲ୍ଲାରସମସ୍ୟାକୁମୋବାଇଲ୍ରେରେକର୍ଡ଼ିଂକରି ଆମ ପାଖକୁ ପଠାଇ ପାରିବେ । ଯଦି ଏଥିପାଇଁ ଆପଣ ନିଜକୁଯୋଗ୍ୟଭାବୁଛନ୍ତିବା ଆଗ୍ରହୀତେବେତଳେ ଦିଆଯାଇଥିବା ଫର୍ମ ପୂରଣକରି ଆମ ପାଖକୁଏହିଠିକଣାରେ ପଠାଇପାରିବେ ।(କେବଳ ମନୋନିତ ପ୍ରାର୍ଥୀଙ୍କୁ ହିଁ ଟ୍ରେନିଂ ପାଇଁ ଯୋଗାଯୋଗ କରାଯିବ )