ଷ୍ଟୋରିଜ ଓଡ଼ିଶା ଏକ ୱେବ୍ପୋର୍ଟାଲ ହେଲେ ମଧ୍ୟ ଏହା ଅନ୍ୟ ୱେବ୍ ପୋର୍ଟାଲ ଠାରୁ ଭିନ୍ନ ସ୍ୱାଦର ।ଏଥିରେ ନିୟମିତ ଖବର ନୁହେଁ ବରଂ ଫିଚର, ଆନାଲିସିସ୍, ଓପିନିୟନ ଉପରେଗୁରୁତ୍ୱ ଦିଆଯିବ । ବିଶେଷକରି ଦୂରଦୂରାନ୍ତ ଅଂଚଳରେ ରହୁଥିବା ଲୋକମାନଙ୍କ ଜୀବନ, ଜୀବିକା ସଂପର୍କୀତ ଲେଖା ଏଥିରେ ପ୍ରକାଶ ପାଇବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛିଏହି ପ୍ରସଙ୍ଗ ଗୁଡ଼ିକୁ ଲିଙ୍ଗ ଭିତିକ ଦୃଷ୍ଟି କୋଣରୁ ସଂବେଦନଶୀଳ ଭାବେଲେଖାଯିବାକୁ ଚେଷ୍ଟାକରାଯିବ । ଅନ୍ତତଃପକ୍ଷେ ମହିଳା ମାନଙ୍କ ସମସ୍ୟା ଯେପରି ଅଦୃଶ୍ୟ ଆଉ ଅଣଦେଖା ହୋଇରହିବ ନାହିଁ ସେ ଦିଗରେଗୁରୁତ୍ୱ ଦେବାକୁଚେଷ୍ଟାକରାଯିବ । ଏଥିରେଲେଖା, ଭିଡ଼ିଓ, ଫଟୋ-ଫିଚର ଓ ପଡ଼କାଷ୍ଟ୍ ବିଭାଗ ହିବ ।
ଏହି ୱେବ୍ପୋର୍ଟାଲ ଟିମହିଳା ସାମ୍ବାଦିକା ମାନଙ୍କ ଦ୍ୱାରା ପରିଚାଳିତ । ଯଦି ଆପଣଏଥିରେ ନିଜର ଲେଖା ଦେବାକୁ ଚାହାଁନ୍ତି ତେବେ ଆମକୁ ତଳେ ଦିଆଯାଇଥିବା ମେଲ ଆଇଡ଼ିରେ ନିଜର ଷ୍ଟୋରି ପିଚ୍ବା ଆଇଡ଼ିଆସେୟାରକରିପାରିବେ । ଆପଣଙ୍କ ଲେଖା ସଂପର୍କୀତ ଆଇଡ଼ି ଆମ ନୋନିତ ହୁଏ ତେବେ ଆମେ ଆପଣଙ୍କୁ ପୁରାଲେଖା ପଠାଇବା ପାଇଁ ଯୋଗାଯୋଗ କରିବୁ ।
ବର୍ତମାନ କିଛିମହିଳାସାମ୍ବାଦିକା ଆମକୁଷ୍ଟୋରୀ ପଠାଉଥିବାବେଳେ, ଖୁବଶିଘ୍ର ଆମେ ଆଉ ୧୦ ଜଣ ଆଦିବାସୀ ଓ ଦଳିତମହିଳାଙ୍କୁ ‘ମୋଜୋରିପୋର୍ଟର’ ଭାବେଟ୍ରେନିଂ ଦେବୁଯେଉଁମାନେ କିତାଙ୍କ ନିଜ ଅଂଚଳର/ ବ୍ଲକ୍ର/ ଜିଲ୍ଲାରସମସ୍ୟାକୁମୋବାଇଲ୍ରେରେକର୍ଡ଼ିଂକରି ଆମ ପାଖକୁ ପଠାଇ ପାରିବେ । ଯଦି ଏଥିପାଇଁ ଆପଣ ନିଜକୁଯୋଗ୍ୟଭାବୁଛନ୍ତିବା ଆଗ୍ରହୀତେବେତଳେ ଦିଆଯାଇଥିବା ଫର୍ମ ପୂରଣକରି ଆମ ପାଖକୁଏହିଠିକଣାରେ ପଠାଇପାରିବେ ।
(କେବଳ ମନୋନିତ ପ୍ରାର୍ଥୀଙ୍କୁ ହିଁ ଟ୍ରେନିଂ ପାଇଁ ଯୋଗାଯୋଗ କରାଯିବ )
Copyright 2024 ©. Stories Odisha All Right Reserved.