
ଅଟିଜିମରେ ପୀଡିତ ପିଲାଙ୍କ ରାହା ସାଜିଛି କ୍ୟାଚ
ଇଣ୍ଡିଆନ ଏକାଡେମୀ ଅଫ ପେଡିଆଟ୍ରିକସର ଏକ ରିପୋର୍ଟ ଅନୁସାରେ ଦେଶରେ ଥିବା ମୋଟ ଜନସଂଖ୍ୟାର ପ୍ରାୟ ୩ ପ୍ରତିଶତ ଅଟିଜିମରେ ପୀଡିତ । ପୁଣି ସେମାନଙ୍କ ମଧ୍ୟରେ ଝିଅଙ୍କ ତୁଳନାରେ ପୁଅମାନେ ଅଧିକ ସଂଖ୍ୟାରେ ଏହି ସମସ୍ୟାରେ ପୀଡିତ ହୋଇଥାଆନ୍ତି । ଦେଶରେ ଅଟିଜିମରେ ପୀଡିତ ପିଲାଙ୍କ ସଂଖ୍ୟା ନିୟମିତ ଭାବେ ବଢୁଥିବାରୁ ଏହି ପିଲାମାନଙ୍କୁ ବିଭିନ୍ନ ଥେରାପି ମାଧ୍ୟମରେ ସେମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ଭୁବନେଶ୍ୱରରେ ଗତ ୨୦ ବର୍ଷରୁ ଅଧିକ ସମୟ ଧରି…