Ranihat CHandi Medha

ଚାନ୍ଦିମେଢ ବଞ୍ଚାଇ ରଖିଛି କଟକର ତାରକସୀ କଳା

କଟକ ଜିଲ୍ଲାର ରୁପା ତାରକସୀ କାମ ୫୦୦ ବର୍ଷ ପୁରୁଣା । ରୂପାର ପତଳା ତାରରେ ତିଆରି କରାଯାଉଥିବା ବିଭିନ୍ନ ସୁନ୍ଦର କାରୁକାର୍ଯ୍ୟ ଦେଖିବାକୁ ବେଶ ମନୋରମ ଲାଗେ । ହେଲେ ଚାହିଦା ଓ ସରକାରୀ ପ୍ରୋତ୍ସାହନ ଅଭାବରୁ ଏହି କଳା ଦିନେ ବୁଡିବାକୁ ବସିଥିଲା । କିନ୍ତୁ ଗତ ୨୫-୩୦ ବର୍ଷ ହେବ କଟକର ବିଭିନ୍ନ ଦୁର୍ଗା ପୂଜା ମଣ୍ଡପ ଚାନ୍ଦି ମେଢ ଓ ରୂପା ଅଳଙ୍କାରରେ ସଜେଇ ହେବା ପରଠାରୁ ପିଢି ପରେ ପିଢି…

Read More