ପୁଣି ଫେରିଛି ଲୋଧା ଜନଜାତିଙ୍କ ଝୁମର ନାଚ

ମୟୁରଭଞ: ସମସ୍ତେ ଚାହାଁନ୍ତି ତାଙ୍କ ପରମ୍ପରା ଓ ନୃତ୍ୟ ପିଢି ପରେ ପିଢି ଜୀବିତ ରହୁ ଏବଂ ଆଗାମୀ ପିଢି ନିଜ ପରମ୍ପରା, ନୃତ୍ୟ ସଂଗୀତକୁ ନେଇ ଗର୍ବ କରୁ । କିନ୍ତୁ ବିଭିନ୍ନ କାରଣରୁ ଏହା ହୋଇପାରୁନଥିବା ବେଳେ ମୟୁରଭଞ ଜିଲ୍ଲାର ଲୋଧା ଜନଜାତିଙ୍କ ଚେଷ୍ଟା ବେଶ ପ୍ରଶଂସନୀୟ ହୋଇପାରିଛି । ନିଜେ ପାରମ୍ପରିକ ନୃତ୍ୟକୁ ବଂଚାଇ ରଖିବା ସହ ନିକଟରେ ସେମାନେ ଦିଲ୍ଲା ପ୍ରଗତି ମଇଦାନରେ ରାଷ୍ଟ୍ରପତିଙ୍କ ସମ୍ମୁଖରେ ଝୁମର ନୃତ୍ୟ ପରିବେଷଣ କରି…

Read More

ଏମିତି ବି ହୁଏ ଭସାଣି, ଡଙ୍ଗାରେ ନେଇ କରାହୁଏ ବିସର୍ଜନ

କେନ୍ଦ୍ରାପଡା: ଏମିତି ତ ଆପଣ ଅନେକ ଭସାଣି ଦେଖିଥିବେ କିନ୍ତୁ ପ୍ରତିବର୍ଷ କେନ୍ଦ୍ରାପଡା ରାଜନଗର ବ୍ଲକର ହଂସୁଆ ନଦୀରେ ହେଉଥିବା ଭସାଣି ସବୁଠାରୁ ନିଆରା । ଅନ୍ୟ ସବୁସ୍ଥାନରେ ମାଙ୍କ ବିସର୍ଜନ ପୁର୍ବରୁ ସହରରେ ପରିକ୍ରମା କରାଯାଇ ନଦୀରେ ବିସର୍ଜନ କରାଯାଏ କିନ୍ତୁ ରାଜନଗରରେ ୫ଦିନ ଧରି ପୂଜା ସରିବା ପରେ ମାଙ୍କ ମୂର୍ତ୍ତୀକୁ ନୌକାରେ ରଖି ପରିକ୍ରମା କରାଯିବା ପରେ ନଦୀରେ ବିସର୍ଜନ କରାହୁଏ । କେବେଠାରୁ ଏହି ପରମ୍ପରା ରାଜନଗର ଅଂଚଳରେ ଚାଲିଆସିଛି ତାହାର…

Read More

ରାବଣ ମୂର୍ତ୍ତି ତିଆରି କାମରେ ନିୟୋଜିତ ରାଜକିଶୋରଙ୍କ ପରିବାର

ଭୁବନେଶ୍ୱର: ଦଶହରାର ଶେଷ ଦିନ ଅର୍ଥାତ ବିଜୟା ଦଶମୀ ଦିନ ଓଡ଼ିଶାର ଅଧିକାଂଶ ସ୍ଥାନରେ ଆୟୋଜିତ ହୁଏ ରାବଣ ପୋଡି ଉତ୍ସବ । ଅସତ୍ୟ ଉପରେ ସତ୍ୟର ବିଜୟର ବାର୍ତ୍ତାକୁ ପୃଥିବୀ ପୃଷ୍ଠରେ ପୁନଃ ସ୍ଥାପିତ କରିବା ପାଇଁ ବିଭିନ୍ନ ସ୍ଥାନରେ ଏହି ରାବଣ ପୋଡି ଉତ୍ସବ ହୁଏ । ୫୦, ୬୦ ଫୁଟ ଉଚ୍ଚର ରାବଣ ମାତ୍ର ଗୋଟିଏ ନିଆଁ ତୀରରେ ନିମିଷକରେ ଧ୍ୱଂସ ହୋଇଯାଏ ଆଉ ଏଥିରୁ ବାହାରୁଥିବା ବାଣ ପୁରା ଆକାଶରେ ଖେଳେଇଯାଏ…

Read More

କଟକ ଦୁର୍ଗାପୂଜାରେ ଢିଙ୍କିକୁଟା ମେଢ

କଟକ: ଯଦି ଆପଣ କଟକ ସହରର ବାସିନ୍ଦା ହୋଇଥିବେ ଅବା ଦଶହରାବେଳେ କଟକ ମେଢ ଦେଖିବାକୁ ଯାଉଥିବେ ଛତ୍ର ବଜାରର ‘ଢିଙ୍କିକୁଟା, ବେସରବଟା’ ମେଢ ଆପଣଙ୍କୁ ନିଶ୍ଚିତଭାବେ ଆକୃଷ୍ଟ କରିଥିବ । କଟକର ବିଭିନ୍ନ ସାହି ଗଳିରେ ଯେଉଁଠି ଶକ୍ତିମୟୀ ମା ଦୁର୍ଗାଙ୍କର ନଚେତ ଶିବପାର୍ବତୀଙ୍କର ମୃଣ୍ମୟୀ ମୂର୍ତ୍ତି ପୂଜା ପାଇଥାଏ ସେଠି ଏହି ଢିଙ୍କି କୁଟା ବେସରବଟାର ବିଭିନ୍ନ ପ୍ରକାରର ମାଟିରେ ତିଆରି କଣ୍ଢେଇ ବହୁ ବର୍ଷଧରି ଲୋକଙ୍କ ମନଜିଣି ଆସୁଛି । ଯଦିଓ ଏହି…

Read More

ଆଦିବାସୀ ମହିଳା ଚାଷୀଙ୍କୁ ପରିଚୟ ଦେଇଛି କଳାଜିରା

କୋରାପୁଟ ଜିଲ୍ଲା ଆଦିବାସୀଙ୍କ ପାରମ୍ପରିକ କଳାଜିରା ଚାଉଳ ଏବେ ଆମାଜନ୍‌ରେ । ୧୨ ବର୍ଷ ତଳେ ପ୍ରାୟ ହଜିିବାକୁ ବସିଥିବା ଏହି ପାରମ୍ପରିକ କଳାଜୀରାଧାନ ଏବେ ଜିଲ୍ଲାର ଅଧିକାଂଶ ମହିଳା ଚାଷୀଙ୍କୁ ସ୍ୱାବଲମ୍ବୀ କରିପାରିଛି । ସେମାନଙ୍କୁ ଘରର ଚାରିକାନ୍ଥ ଡିଆଇଁ ଦିଲ୍ଲୀ ପହଂଚାଇ ପାରିଛି । କେବଳ ସେତିକି ନୁହେଁ କ୍ଷୁଦ୍ର ଚାଷୀ ଭାବେ ନୂଆ ପରିଚୟ ବି ଦେଇଛି । ଆଦିବାସୀଙ୍କ ବଳ ପାଲଟିଥିବା ଏହି କଳାଜିରା ଧାନ ମହିଳା ଚାଷୀଙ୍କୁ କେବଳ ବ୍ୟକ୍ତିିଗତ…

Read More

ବଣ୍ଡାପିଲାଙ୍କ ଯତ୍ନପାଇଁ ବଣ୍ଡାଘାଟିରେ ଶିଶୁଗୃହ

ମାଲକାନଗିର ଜିଲ୍ଲା ବଣ୍ଡାଘାଟିରେ ବାସ କରୁଥିବା ବଣ୍ଡା ଆଦିବାସୀ ପିଲାଙ୍କ ଶୂନରୁ ୬ବର୍ଷ ମଧ୍ୟରେ ବଢୁ ଥିବା ଶିଶୁ ମୃତ୍ୟୁହାରକୁ ରୋକିବା ପାଇଁଁ ୨୦୨୧ ମସିହାରୁ ସେଠାରେ ଶିଶୁଗୃହ ଆରମ୍ଭ ହୋଇଛି । ରାଜ୍ୟ ସରକାର ଓ ୟୁନିସେଫ ପକ୍ଷର ଖୋଲାଯାଇଥିବା ଏହ ଶିଶୁଗୃହରେ ଶୁନରୁ ୩ ବର୍ଷ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଦେବାସହ ସଠିକ ଲାଳନ ପାଳନର ବ୍ୟବସ୍ଥା କରାଯାଇଛି । ବିଶେଷଜ୍ଞଙ୍କ ମତରେ କୃଷି ଓ ଶ୍ରମିକ ଭାବେ କାମ କରି ପରିବାର ଚଳାଉଥିବା…

Read More

ସ୍ୱପ୍ନକୁ ଶିଡି ଦେଇଛି ଫୁଟ୍‌ବଲ୍‌

ଆପଣ ଯଦି ଝୁଣ୍ଡ ଫିଲ୍ମ ଦେଖିଥିବେ ତେବେ ଭୁବନେଶ୍ୱରର ଡମଣା ବସ୍ତିରେ ରହୁଥିବା ବିଜୟ ନାଏକଙ୍କ ସ୍ୱପ୍ନ ସହ ଥିବା ଏହାର ସାମଞସ୍ୟକୁ ନିଶ୍ଚିତ ଭାବେ ବୁଝିପାରିବେ । ଫିଲ୍ମରେ ବସ୍ତିର ପିଲାଙ୍କୁ ନେଇ ଗଢାଯାଇଥିବା ଫୁଟବଲ ଟିମ ପରି ଏଠି ମଧ୍ୟ ବିଜୟ ତିଆରି କରିଛନ୍ତି ଏକ ଫୁଟବଲ ଟିମ । ପେଷାରେ ବିଏମସିର ସଫେଇ କର୍ମଚାରୀ ଭାବେ କାମ କରୁଥିବା ବିଜୟ ଦିନେ ସ୍ୱପ୍ନ ଦେଖିଥିଲେ ଫୁଟବଲ ଖେଳାଳି ହେବେ । କିନ୍ତୁ ଘରର…

Read More

ଏବେ କୁହ ଆମେ କେମିତି ଚଳିବୁ

କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ମାଳିପଦର ଜଙ୍ଗଲରେ ଗତ ମାସ (ନଭେମ୍ବର) ୧୦ ତାରିଖ ଦିନ ପୁଲିସ ସହ ମୁହାମୁହିଁ ହୋଇ ଦୁଇଜଣ ବ୍ୟକ୍ତି ପ୍ରାଣହରାଇଥିବା ଘଟଣା ସାମନାକୁ ଆସିଲା । ପୁଲିସ ପକ୍ଷରୁ ସେମାନଙ୍କୁ ନକ୍ସଲ ବୋଲି ସୂଚନା ଦେବା ସହ ଅନେକ ଅସ୍ତ୍ରଶସ୍ତ୍ର ସହିତ ଘଟଣାଟିକୁ ମିଡିଆ ସାମନାକୁ ଆଣିଥିଲା । ପରବର୍ତି ସମୟରେ ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ଏ ବିଷୟରେ ଜାଣିବା ପରେ ସୂଚନା ଦେଲେ ଯେ ମୃତ୍ୟୁ ବରଣ କରିଥିବା…

Read More

ସ୍କୁଲ ଛାତ୍ରୀଙ୍କୁ ଆଉ ମିଳୁନି ଖୁସି

ଋତୁସ୍ରାବ ବେଳେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ସହ ଏହି ସମୟରେ ସ୍କୁଲ ଆସୁଥିବା ଛାତ୍ରୀମାନେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ୨୦୧୮ ଫେବୃୟାରୀ ୨୬ରେ ରାଜ୍ୟ ସରକାର ‘ଖୁସି’ ନାମରେ ଏକ ଯୋଜନା ଆରମ୍ଭ କରିଥିଲେ । ଆଭିମୁଖ୍ୟ ଥିଲା ରାଜ୍ୟର ଗାଁ ଗହଳିର ଛାତ୍ରୀମାନଙ୍କୁ ମାଗଣାରେ ସାନିଟାରୀ ନ୍ୟାପ୍‌କିନ୍ ଯୋଗାଇଦେବା । କିନ୍ତୁ କୋଭିଡ ପରଠାରୁ ରାଜ୍ୟର ସବୁ ସ୍କୁଲ ଖୋଲିଥିଲେ ମଧ୍ୟ ଛାତ୍ରୀ ମାନଙ୍କ ପାଖରେ ଏଯାଏଁ ନ୍ୟାପକିନ ପହଂଚିପାରୁନାହିଁ…

Read More

ଟି- ଟ୍ରାନସଜେଣ୍ଡରଙ୍କ କାହାଣୀ ଏବେ ପରଦାରେ

ମେଘନା ସାହୁଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହୋଇଛି ଓଡ଼ିଆ ଫିଲ୍ମ -ଟି । ଟ୍ରାନ୍ସଜେଣ୍ଡର କମ୍ୟୁନିଟିର ମେଘନାଙ୍କ ସଂଘର୍ଷର କାହାଣୀ ତାଙ୍କର ଜନ୍ମରୁ ଆରମ୍ଭ କରି ତାଙ୍କ ବୈବାହିକ ଜୀବନ ଯାଏଁ ଲମ୍ବିନି ବରଂ ତାଙ୍କ ସମ୍ପ୍ରଦାୟର ଲୋକଙ୍କ ସ୍ୱର ହେବାର ପରିଧିକୁ ବି ପାର କରିଛି । ନିକଟରେ ତାଙ୍କ ଜୀବନ କାହାଣୀକୁ ନେଇ ଏକ ଚଳଚ୍ଚିତ୍ର ଟି ‘ଦ ଷ୍ଟୋରୀ ଅଫ୍ ଆଓାରସ୍‌’ (ଆମମାନଙ୍କ କାହାଣୀ) ରିଲିଜ୍ ହୋଇଥିବା ବେଳେ ତାଙ୍କୁ ସବୁ ମହଲରୁ…

Read More