ସଂକଟରେ ଜାଲ ବୁଣାକାର: ୨୫ ବର୍ଷ ହେଲା ବନ୍ଦ ହାତବୁଣା ସୂତା ଜାଲ, ଶସ୍ତା ପାଇଁ ପ୍ଲାଷ୍ଟିକ ଜାଲର ଚାହିଦା
ସମୁଦ୍ର ତଟରେ ତରଙ୍ଗର ସ୍ୱର ମଧ୍ୟରେ ଚୁପଚାପ ଚାଲିଛି ଜୀବନର ଏକ ଅଦୃଶ୍ୟ ସଂଘର୍ଷ । ହାତରେ ସୁତା, ସାମ୍ନାରେ ଅଧା ବୁଣା ଜାଲ, ଏହାହିଁ ଅନେକ ପରିବାରର ଦିନଚର୍ଯ୍ୟା । ପୁରୀ ଜିଲ୍ଲାର ସମୁଦ୍ରତଟୀୟ ଗ୍ରାମଗୁଡ଼ିକରେ ମାଛ ଧରିବା ସହ ଜାଲ ବୁଣିବା ଅତି ପୁରାତନ ପେସା । ପିଢ଼ି ପିଢ଼ି ଧରି ସେମାନେ ଏହି କାମ ହିଁ କରି ଆସୁଛନ୍ତି । ଏହା ତାଙ୍କର ବେଉସା କହିଲେ ଚଳେ। ହେଲେ ଆଜି ଆଉ ସେଦିନ…
