ଅପହଞ୍ଚ ଇଲାକାର ସ୍ବାସ୍ଥ୍ୟସାଥୀ

ଯେଉଁଠି ସ୍ବାସ୍ଥ୍ୟ ସେବା ଅପହଞ୍ଚ ସେଇଠି ପହଞ୍ଚୁଛନ୍ତି ସ୍ବାସ୍ଥ୍ୟ ସାଥୀ । ଦୁର୍ଗମ ଅଞ୍ଚଳରେ ଆଦିବାସୀଙ୍କ ଦୁଆରେ ପହଞ୍ଚି ଦେଉଛନ୍ତି ଔଷଧ ଓ ଯୋଗାଉଛନ୍ତି ସ୍ବାସ୍ଥ୍ୟ ସୁବିଧା । ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂଆ ଆଶାର କିରଣ ପାଲଟିଛନ୍ତି ସ୍ୱାସ୍ଥ୍ୟ ସାଥୀ। ଷ୍ଟୋରିଜ ଓଡ଼ିଶା ବ୍ୟୁରୋ କନ୍ଧମାଳ ; କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକର ଏକ କ୍ଷୁଦ୍ର ପଡାଗ୍ରାମ ବୁଡୁକି ଗାଁ । ବର୍ଷା ହେଲେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡେ ଏହି ଅଞ୍ଚଳ । ସେତେବେଳେ ଅଂଚଳବାସୀଙ୍କ…

Read More

ଜନସହଭାଗିତାରେ ବନ୍ୟପ୍ରାଣୀ ସୁରକ୍ଷାର ଅନନ୍ୟ ଉଦାହରଣ ଭେଟନଈ

ଗତ ଏକ ଦଶନ୍ଧି ଧରି ଗଞାମ ଜିଲ୍ଲାର ୭୦ଟି ଗାଁର ଲୋକେ କୃଷ୍ଣସାର ମୃଗ ସଂରକ୍ଷଣ ଓ ସୁରକ୍ଷା କାମ କରିଆସୁଛନ୍ତି । କୃଷ୍ଣସାର ମୃଗଙ୍କ ସଂଖ୍ୟାରେ ବୃଦ୍ଧି ହେବା ଯୋଗୁଁ ଫସଲ ନଷ୍ଟର ମାତ୍ରା ବି ବଢିଛି କିନ୍ତୁ ଗାଁ ଲୋକେ କୁହନ୍ତି କୃଷ୍ଣସାର ମୃଗ ସଂରକ୍ଷଣ ସେମାନଙ୍କୁ ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ଭୁବନେଶ୍ୱର ; ଅକ୍ଟୋବରରୁ ଫେବୃଆରି ମାସ ହେଉଛି ଓଡ଼ିଶା ପର୍ଯ୍ୟଟନ ପାଇଁ ଏକ ପ୍ରକୃଷ୍ଠ ସମୟ ।…

Read More

କାମ ଅନ୍ୱେଷଣରେ ସ୍ଥାନାନ୍ତର ହେଉଥିବା ମହିଳା କେତେ ସୁରକ୍ଷିତ ?

ସହରୀ ଚାକଚକ୍ୟ ଓ କାମର ସୁଯୋଗ ଯୋଗୁଁ ଅନେକ ଯୁବଗୋଷ୍ଠୀ ଗାଁ ରୁ ସହରମୁହାଁ ହେଉଛନ୍ତି । ସେମାନଙ୍କ ଭିତରୁ ମହିଳାମାନେ ସପିଙ୍ଗ ମଲ ବା ରିଟେଲ ଷ୍ଟୋର କୁ ବେଶି ବାଛିବାକୁ ପସନ୍ଦ କରୁଛନ୍ତି । ତେବେ ବାହାରକୁ ଆକର୍ଷଣୀୟ ଦିଶୁଥିବା ଏହି ମଲ ଗୁଡ଼ିକରେ କାମ କରୁଥିବା ମହିଳା କର୍ମଚାରୀ ମାନେ ବିଭିନ୍ନ ପ୍ରକାରର ସମସ୍ୟାର ସାମନା କରୁଛନ୍ତି । ଭୁବନେଶ୍ୱର ; ଗାଁରେ କାମର ଅଭାବ ଯୋଗୁଁ ଯୁବଗୋଷ୍ଠୀଙ୍କ ସ୍ଥାନାନ୍ତର ଏବେ ବଢିବାରେ…

Read More

ଭିନ୍ନ ଏକ ପ୍ରୟାସ ଓ ପରିକଳ୍ପନା

ଏହି ୱେବ୍ ପୋର୍ଟାଲରେ ନ୍ୟୁଜ ନୁହେଁ ବରଂ ଦୂରଦୂରାନ୍ତ ଅଂଚଳରେ ରହୁଥିବା ଲୋକମାନଙ୍କ ଜୀବନ ଜୀବିକା ସଂପର୍କୀତ ଫିଚର ପ୍ରକାଶ ପାଇବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ପ୍ରସଙ୍ଗଗୁଡ଼ିକୁ ଲିଙ୍ଗଭିତିକ ଦୃଷ୍ଟିକୋଣରୁ ସଂବେଦନଶୀଳ ଭାବେ ଲେଖାଯିବାକୁ ଚେଷ୍ଟା କରାଯିବ । ଭୁବନେଶ୍ୱର ; ସେଦିନ ଥାଏ ୨୦୨୦ ମାର୍ଚ୍ଚ ୨୫ ତାରିଖ । ଚାରିଆଡ଼େ କୋଭିଡ଼-୧୯ ଭୁତାଣୁର ଭୟ । ଏହାକୁ ନିୟନ୍ତଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍‌ଡ଼ାଉନର ବ୍ୟବସ୍ଥା କରାଗଲା ।…

Read More

କ୍ରେସ୍ ବଢାଇବ କର୍ମକ୍ଷେତ୍ରରେ ମହିଳାଙ୍କ ଯୋଗଦାନ

ଏକ ସର୍ଭେ ଅନୁସାରେ ଦେଶରେ ପ୍ରାୟ ୫୦ ପ୍ରତିଶତ ମହିଳା ମା ହେବା ପରେ ଚାକିରୀ ଛାଡନ୍ତି ତାଙ୍କ ଭିତରୁ ଯେଉଁମାନେ ବି ପୁଣିଥରେ ଯୋଗ ଦିଅନ୍ତି ସେମାନଙ୍କ ଭିତରୁ ଅନେକେ ପିଲାର ଦେଖାଶୁଣା କରିବା ପାଇଁ କୌଣସି ବ୍ୟବସ୍ଥା ନଥିଲେ ଚାକିରୀ ଛାଡିବାକୁ ବାଧ୍ୟ ହୁଅନ୍ତି । କ୍ରେସ ନଥିବା ହେତୁ ଅନେକ କର୍ମଜୀବୀ ମହିଳାଙ୍କ କାମ କରିବାର ସୁଯୋଗରୁ ବଂଚିତ ହେଉଛନ୍ତି । ପ୍ରାୟ ୩ ବର୍ଷ ତଳେ ଅମୃତାଙ୍କ ପାଇଁ ମା ହେବାର…

Read More

ଅପହଂଚ ଗାଁ ଲୋକଙ୍କ ପାଇଁ ଟୀକାକରଣ ଏବେ ବି ଅପହଂଚ

କଳାହାଣ୍ଡି ଜିଲ୍ଲା ଥୁଆମୂଳ ବ୍ଲକ ଅନ୍ତର୍ଗତ ଅନେକ ଗାଁକୁ ଏବେବି ସବୁଦିନିଆ ସଡକ ଯୋଜନାରେ ସଂଯୋଗୀକରଣ କରାଯାଇପାରିନାହିଁ । ଫଳରେ ଦୂରଦୂରାନ୍ତ ଓ ଅପହଂଚ ଗାଁ ଗୁଡିକରେ ରହୁଥିବାଲୋକେ ଏବେବି ସ୍ୱାସ୍ଥ୍ୟ, ଶିକ୍ଷା ଭଳି ମୌଳିକ ଅଧିକାର ପାଇବାରୁ ବଂଚିତ ହେଉଛନ୍ତି । ଯାହାର ଉଦାହରଣ ଦେଖିବାକୁ ମିଳିଥିଲା ଯେତେବେଳେ ତେନ୍ତୁଳିପଡା ଗାଁର ଆଶାକର୍ମୀ କିଛି ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କୁ ସ୍ୱାସ୍ଥ୍ୟସେବା ଓ ଟୀକାକରଣ ପାଇଁ ବିପଦ ସଂକୁଳ ଅବସ୍ଥାରେ ନଈ ପାର କରାଉଥିଲେ ।…

Read More

ଜଙ୍ଗଲ ସୁରକ୍ଷା ପାଇଁ ସାନ୍ତାଳ ଆଦିବାସୀଙ୍କ ଜଙ୍ଗଲ ରକ୍ଷାବନ୍ଧନ ଉତ୍ସବ

ରାକ୍ଷୀ ପାଇଁ ଆଜି ସୁରକ୍ଷିତ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଶହ ଶହ ଏକର ଜଙ୍ଗଲ । ଯେଉଁଠି ଆଦିବାସୀ ସ୍ୱଇଚ୍ଛାରେ ଗ୍ରାମ୍ୟ ଜଙ୍ଗଲରେ ରାକ୍ଷୀର ପବିତ୍ର ବନ୍ଧନକୁ ସୂତା ମାଧ୍ୟମରେ ବାନ୍ଧିଛନ୍ତି, ସେଠି ଶାଳ ଜଙ୍ଗଲକୁ ଛୁଇଁ ପାରିନି ନିଆଁର ଝୁଲ । ଗୋଟେ କି ଦୁଇଟି ନୁହେଁ ପୂରା ଜିଲ୍ଲାରେ ଏବେ ଏମିତି ୭୫୦ ଖଣ୍ଡ ଆଦିବାସୀ ଗାଁ ଅଛି ଯେଉଁଠି ଲୋକେ ଗ୍ରାମ୍ୟ ଜଙ୍ଗଲକୁ ସୁରକ୍ଷା ଦେବାକୁ ଯାଇ ପ୍ରତିବର୍ଷ ପାଳନ କରୁଛନ୍ତି…

Read More

ପ୍ରତିଦିନର ସଂଘର୍ଷ ସହ ଯୁଝୁଛନ୍ତି ଡେଲିଭରୀ ପର୍ସନ

ଗତ କିଛି ବର୍ଷ ହେବ ବଡ ବଡ ମେଟ୍ରୋ ସହର ଭଳି ଭୁବନେଶ୍ୱର ଓ କଟକରେ ମଧ୍ୟ ଯୁବପିଢି ଡେଲିଭରୀ ପର୍ସନ ଭାବେ କାମ କରିବା ଦେଖାଯାଉଛି । ଗାଁ ଗହଳରୁ କାମ ଅନ୍ୱେଷଣରେ ସହରକୁ ଆସୁଥିବା ଯୁବକ ଯୁବତୀ ଏହି ଡେଲିଭରୀ ପର୍ସନ ଭାବେ କାମ କରୁଛନ୍ତି । ପୁଣି ସହରର କିଛି ଯୁବକ ଯେଉଁମାନେ ପରିବାରକୁ ଆର୍ଥିକ ସାହାଯ୍ୟ, ହାତ ଖର୍ଚ୍ଚ ବା କଲେଜ ଫି ଦେବାକୁ ଅର୍ଥର ଆବଶ୍ୟକ କରନ୍ତିି ସେମାନେ ମଧ୍ୟ…

Read More

ନରେଗା ମଜୁରି ବ୍ୟାଙ୍କରୁ ଉଠାଇବାକୁ ଶ୍ରମିକ ହନ୍ତସନ୍ତ – ସର୍ଭେ

ଓଡ଼ିଶାର ୫ଟି ବ୍ଲକରେ ୧,୦୬୬ଜଣ ନରେଗାରେ କାମ କରୁଥିବା ଶ୍ରମିକଙ୍କ ଉପରେ କରାଯାଇଥିବା ସର୍ଭେରେ ଅଧିକାଂଶ ଶ୍ରମିକ କହିଥିଲେ ଯେ ସେମାନଙ୍କୁ ତାଙ୍କ ମଜୁରି ଟଙ୍କା ଉଠାଇବା ପାଇଁ ଅନେକ ସମୟ ଓ ଅର୍ଥ ଖର୍ଚ କରିବାକୁ ପଡୁଛି । ପ୍ରାୟତଃ ଘଂଟା ଘଂଟା ଧରି ଲାଇନରେ ଛିଡା ହେବାକୁ ପଡୁଛି ଏବଂ ବିତରଣ ଏଜେନ୍ସିକୁ ଟଙ୍କା ଉଠାଇବା ନିମେନ୍ତ ଯିବାପାଇଁ ସେମାନଙ୍କୁ ଗୋଟିଏ ଦିନରେ ହେଉଥିବା ଦିନର ଆୟରୁ ଅଧିକ ଖର୍ଚ କରିବାକୁ ପଡୁଛି ।…

Read More

ଆର୍ଥିକ ସ୍ୱାଧୀନତା ଦେଇଛି ମାଣ୍ଡିଆ

ରାଜ୍ୟ ସରକାର ନଭେମ୍ବର ୧୦କୁ ମାଣ୍ଡିଆ ଦିବସ ଭାବେ ଘୋଷଣା କରିଥିବାରୁ ଏଣିକି ପ୍ରତିବର୍ଷ ଏହି ଦିନକୁ ପାଳନ କରିବାର ନିଷ୍ପତି ହୋଇଛି । ଓଡ଼ିଶାର ପ୍ରତି ଘରେ ମାଣ୍ଡିଆ ପହଂଚାଇବା ଓ ଏହାରି ମଧ୍ୟରେ ମହିଳାଙ୍କୁ ସଶକ୍ତକରିବା ପାଇଁ ଏହି ଦିବସର ମାସ୍କର୍ଟ ଭାବେ ମିଲିର ପରିକଳ୍ପନା କରାହୋଇଛି । ତେବେ ଏହି ମିଲି ପରିକଳ୍ପନା ପୂର୍ବରୁ ଯେ ମାଣ୍ଡିଆ ବା ମିଲେଟ ଗାଁ ଗାଁରେ ମହିଳାଙ୍କୁ ସଶକ୍ତ କରୁଛି, ଆର୍ଥିକ ସ୍ୱାଧିନତା ଦେଇଛି ଓ…

Read More