
ହଜିବାରେ ଲାଗିଛି କନ୍ଧ ଆଦିବାସୀଙ୍କ ଚିତାକୁଟା ପରମ୍ପରା
ଯୁବପିଢ଼ିଙ୍କ ପାଇଁ ଅନ୍ୟତମ ଫ୍ୟାସନ ହେଉଛି ଟାଟୁ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆଦିବାସୀ ସଂପ୍ରଦାୟଙ୍କର ଟାଟୁ ସହ ରହିଛି ଶହ ଶହ ବର୍ଷର ପୁରୁଣା ସଂପର୍କ। ଆଦିବାସୀ ସମ୍ପ୍ରଦାୟର ମହିଳାମାନେ ନିଜର ସୌନ୍ଦର୍ଯ୍ୟ, ସଂସ୍କୃତି ଓ ବିବାହରେ ଯୋଗ୍ୟତା ପାଇଁ ମୁହଁ ଓ ଶରୀରରେ ଚିତା ବା ଟାଟୁ କରୁଥିଲେ। ସାନ୍ତାଳ, ମୁଣ୍ଡା, ଓରାଓଁ ଓ ଗଣ୍ଡ ସଂପ୍ରଦାୟର ମହିଳାମାନେ ମୁହଁ, ହାତ, ପାଦ କିମ୍ବା ଶରୀରର ଅନ୍ୟ ଅଂଶରେ ଟାଟୁ…