stories_TeamDefigo

କରୋନା ଯୋଗୁଁ ବଢିଛି ବାଲ୍ୟ ବିବାହ

ବର୍ତମାନ ଓଡ଼ିଶାରେ ବାଲ୍ୟ ବିବାହର ହାର ଏନଏଫଏଚଏସ-୫ ଅନୁଯାୟୀ ୨୦.୫ ପ୍ରତିଶତ ରହିଥିବା ବେଳେ ରାଜ୍ୟ ସରକାର ୨୦୨୪ ବେଳକୁ ଏହାକୁ ୧୦ପ୍ରତିଶତକୁ କମାଇବାକୁ ଏବଂ ୨୦୩୦ସୁଦ୍ଧା ସଂପୂର୍ଣ ବାଲ୍ୟ ବିବାହ ମୁକ୍ତ ରାଜ୍ୟ କରିବାକୁ ଚିନ୍ତା କରୁଛନ୍ତି । କିନ୍ତୁ ଅନେକ ଆଦିବାସୀ ବହୁଳ ଗାଁରେ ଏବେବି ବାଲ୍ୟ ବିବାହ ଜାତୀୟ ହାରଠାରୁ ଅଧିକ ରହିଥିବା ବେଳେ କରୋନା ପରଠାରୁ କିଛି ଉପକୂଳବର୍ତୀ ଜିଲ୍ଲାରେ ଏହି ହାର କ୍ରମାଗତ ଭାବେ ବଢିବା ଦେଖାଯାଉଛି । ଏହାକୁ…

Read More

ଆଧାର ନଥିବାରୁ ଆହାରରୁ ବଂଚିତ

ଗତ କିଛି ବର୍ଷ ତଳେ ଯାଜପୁର ଜିଲ୍ଲା ନଗଡାରେ ଅପପୃଷ୍ଟିରେ ୧୯ଟି ପିଲାଙ୍କ ମୃତ୍ୟୁ ହେବା ଘଟଣା ଜାତୀୟ ସ୍ତରରେ ଆଲୋଚନା ହେବା ପରେ ଏବେ ପୁଣି ଦାନଗଦି ବ୍ଲକରଣାଗୁଣ୍ଡି ପଂଚାୟତର ରଗଡା-ଘାଟିସାହି ଅଂଚଳର ଅପପୃଷ୍ଟି ଖବର ଚର୍ଚ୍ଚାର ପରିସରକୁ ଆସିଛି । ଗତ ମାସକ ମଧ୍ୟରେ ଜଣେ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୭ ଜଣ ଶିଶୁ ଅପପୃଷ୍ଟିରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି । ଆଧାର ନଥିବା ନଚେତ ତ୍ରୁଟି ଥିବା କାରଣରୁ…

Read More