ଆଧାର ନଥିବାରୁ ଆହାରରୁ ବଂଚିତ

ଗତ କିଛି ବର୍ଷ ତଳେ ଯାଜପୁର ଜିଲ୍ଲା ନଗଡାରେ ଅପପୃଷ୍ଟିରେ ୧୯ଟି ପିଲାଙ୍କ ମୃତ୍ୟୁ ହେବା ଘଟଣା ଜାତୀୟ ସ୍ତରରେ ଆଲୋଚନା ହେବା ପରେ ଏବେ ପୁଣି ଦାନଗଦି ବ୍ଲକରଣାଗୁଣ୍ଡି ପଂଚାୟତର ରଗଡା-ଘାଟିସାହି ଅଂଚଳର ଅପପୃଷ୍ଟି ଖବର ଚର୍ଚ୍ଚାର ପରିସରକୁ ଆସିଛି । ଗତ ମାସକ ମଧ୍ୟରେ ଜଣେ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୭ ଜଣ ଶିଶୁ ଅପପୃଷ୍ଟିରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି । ଆଧାର ନଥିବା ନଚେତ ତ୍ରୁଟି ଥିବା କାରଣରୁ…

Read More