
ଫୁଟବଲ ମାଧ୍ୟମରେ ଲିଙ୍ଗଗତ ସମାନତା ଆଣିବାକୁ ଚେଷ୍ଟା
ସମ୍ବଲପୁର : ପ୍ରାୟ ସବୁ ଦିନ ସକାଳ ୬ ବାଜିବା ପୂର୍ବରୁ ୧୮ ବର୍ଷିୟ କୁସୁମ ଓ ୧୭ ବର୍ଷର ସୁବାସିନୀ ସର୍ଟସ, ଜର୍ସି ପିନ୍ଧି ହାତରେ ଫୁଟବଲ ଧରି ଗାଁ ପାଖ ଖେଳ ପଡିଆକୁ ବାହାରି ପଡନ୍ତି ଫୁଟବଲ ଖେଳିବା ପାଇଁ । ଆଉ ସେଠି ସେମାନଙ୍କ ସାଙ୍ଗରେ ଖେଳିବା ପାଇଁ ଅପେକ୍ଷା କରି ଥାଆନ୍ତି ତାଙ୍କ ବୟସର ଗାଁର ପୁଅ ସାଥୀ ଖେଳାଳିମାନେ। ଶୁଣିଲେ ଅଡୁଆ ଲାଗୁଥିବ ନିଶ୍ଚୟ କିନ୍ତୁ ପଶ୍ଚିମ ଓଡ଼ିଶାର ବିଭିନ୍ନ…