ସୁନା ଫଳାଇଛି ସବାଇ
କରୋନା ମହାମାରୀ ସମୟରେ ଯେତେବେଳେ ଲୋକଙ୍କୁ କାମ ଧନ୍ଦା ମିଳୁନଥିଲା ସେତେବେଳେ ମୟୂରଭଞ୍ଜର ଭାତୁଡି, ସାନ୍ତାଳ ଓ ମୁଣ୍ଡା ସମ୍ପ୍ରଦାୟର ପାଖାପାଖି ୨୦୦ ଆଦିବାସୀ ମହିଳା ନିଜର ପାରମ୍ପରିକ କୌଳିକ ବୃତିକୁ ଆଗକୁ ଆଣିବାକୁ ସାହାସ ଜୁଟାଇଥିଲେ । ସବାଇ ଘାସରେ ପାରମ୍ପରିକ ଦଉଡି ପ୍ରସ୍ତୁତ କରୁଥିବା ଏହି ମହିଳାମାନେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଢ଼ି ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତ କରିବା ସହ ବିକ୍ରି ଆରମ୍ଭ କଲେ । ଏବେ ଏହି ସାମଗ୍ରୀ…
