ଜଙ୍ଗଲ ନିଆଁକୁ ପ୍ରତିରୋଧ କରୁଛି ମହିଳା ସଂକୀର୍ତନ ଦଳ
କେଉଁଝର ଜିଲ୍ଲା ଘଟଗାଁ ବ୍ଲକରେ ଥିବା ମୁର୍ଗାପାହାଡି ଗାଁର ସଂକୀର୍ତନ ମଣ୍ଡଳୀର ଚର୍ଚ୍ଚା ଏବେ ସବୁଠି । କାରଣ ଗାଁର ମହିଳାଙ୍କ ନେତୃତ୍ୱରେ ଗଢିଉଠିଥିବା ସଂକୀର୍ତନ ମଣ୍ଡଳୀ ଏବର୍ଷ ଆଖପାଖ ଦଶ ଖଣ୍ଡ ଗାଁର ଲୋକଙ୍କ ମଧ୍ୟରେ ସଚେତନତା ବଢାଇ ପାରିଛନ୍ତି । ଫଳରେ ଗାଁ ପାଖରେ ଥିବା ଘଟଗାଁ ରେଞ୍ଜର ଜଙ୍ଗଲରେ ନିଆଁ ଏବର୍ଷ ପୂର୍ବ ବର୍ଷ ତୁଳନାରେ ଯଥେଷ୍ଟ କମିଛି । ବନବିଭାଗର କହିବା ଅନୁସାରେ ନିୟମିତ ସଚେତନ କରାଗଲେ ଆଗକୁ ଜଙ୍ଗଲ ନିଆଁକୁ…
