ସସ୍ମିତା ମଲ୍ଲ

ଆଦିବାସୀମୂଲକର ସୁନା ଝିଅ ରାଣୀ: ଶିଶୁ ଶ୍ରମିକରୁ ଡାକ୍ତରାଣୀ

 ଆଦିବାସୀ ସାନ୍ତାଳୀ ସମ୍ପ୍ରଦାୟରେ ଝିଅମାନଙ୍କୁ ସାଧାରଣତଃ କମ ବୟସରେ ବାହାଘର କରିଦିଆଯାଏ । କିନ୍ତୁ ଏହି ସମ୍ପ୍ରଦାୟର ଝିଅ ରାଣୀ ଏହା ତାଙ୍କ ସହ ଘଟୁ ବୋଲି ଚାହୁଁ ନଥିଲେ । ଜୀବନରେ କିଛି କରିବାର ଆଶାକୁ ପୂରା କରିବା ପାଇଁ କଠିନ ପରିଶ୍ରମ, ଅଧ୍ୟବସାୟ ଏବଂ ନିଷ୍ଠା ବଳରେ ସେ ଗତବର୍ଷ ଡାକ୍ତରୀ ପଢିବା ପାଇଁ ସର୍ବଭାରତୀୟ ପରୀକ୍ଷା ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଶିଶୁ ଶ୍ରମିକ ଭାବେ କାମ କରୁଥିବ ରାଣୀ ଏବେ…

Read More

ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସ: ବଣମୂଲକରେ ଶିକ୍ଷାର ଆଲୋକ ଦେଖାଉଛି ବହୁଭାଷୀ ଶିକ୍ଷା

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଜନଜାତିଙ୍କ ଶିକ୍ଷାର ସାଥୀ ପାଲଟିଛନ୍ତି ବହୁଭାଷୀ ଶିକ୍ଷକ । ବଣମୂଲକରେ ଅଧାରୁ ପାଠ ଛାଡ଼ି ଦେଉଥିବା ବଣମଲ୍ଲୀମାନଙ୍କୁ ପୂର୍ଣ୍ଣରୂପେ ପ୍ରସ୍ଫୁଟିତ କରାଇବାକୁ ଶିକ୍ଷାର ସାଥୀ ପାଲଟିଛନ୍ତି । ବହୁ ପ୍ରତିଘାତ ଭିତରେ ସେମାନଙ୍କୁ ମାତୃଭାଷାରେ ଶିକ୍ଷାଦାନ ସହିତ ଆଗକୁ ବାଟ କଢେଇ ନେଉଛନ୍ତି । ପରେ ଦ୍ବିଭାଷୀ, ତ୍ରିଭାଷୀ ଶିକ୍ଷା ଦେଉଛନ୍ତି । ମୂଳରୁ ମାତୃଭାଷାରେ ଜନଜାତି ଛାତ୍ରଛାତ୍ରୀଙ୍କୁ ସମୃଦ୍ଧ କରୁଛନ୍ତି ବହୁଭାଷୀ ଶିକ୍ଷକ । ଆଜି ଫେବ୍ରୁଆରୀ ୨୧ । ସମଗ୍ର…

Read More

ଓଡିଶାରେ କେଶର ଚାଷ: ପାଲଟିଛି ରୋଜଗାରର ନୂଆ ମାଧ୍ୟମ

ଏବେ ଓଡ଼ିଶାରେ ହେଉଛି ମହଙ୍ଗା ମସଲା କେଶର ଚାଷ  । ପୁଣି ଡିମାଣ୍ଡରେ ବିଶ୍ୱ ପ୍ରସିଦ୍ଧ କାଶ୍ମୀରର ମୋଙ୍ଗ୍ରା କେଶର  ଯାହା ଚାଷୀଙ୍କ ଅଧିକ ପସନ୍ଦ  । ଭୁବନେଶ୍ୱରର ଚାଷୀ ସୁବ୍ରତଙ୍କଠୁ ନେଇ ଝାରସୁଗୁଡ଼ାର ସୁଜାତାଙ୍କ ପର୍ଯ୍ୟନ୍ତ ଅନେକ ଏହି ଲାଭଦାୟକ ଚାଷ କରି ସଫଳ ହୋଇଛନ୍ତି । ଖାଲି ସଫଳ ହୋଇନାହାନ୍ତି, ବରଂ କେଶର ଉତ୍ପାଦନରେ ରାଜ୍ୟରେ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି । ଓଡ଼ିଶାରେ ପାରମ୍ପରିକ ଚାଷ ହୋଇ ଆସୁଥିଲା ବେଳେ ବର୍ତ୍ତମାନ ବିଭିନ୍ନ…

Read More

ଫୁଲ ଦେଲା ନୂଆ ପରିଚୟ: ଭୂମିହୀନ ଓ ମହିଳା ଚାଷୀ ଏବେ ସ୍ୱାବଲମ୍ବୀ

ସମ୍ବଲପୁର ଜିଲ୍ଲା ଯୁଜୁମରା ବ୍ଲକ୍ ଅନ୍ତର୍ଗତ ସନାତନପାଲି ଗାଁ ଏବେ ରଙ୍ଗବେରଙ୍ଗ ଫୁଲରେ ଭରପୂର । କାରଣ ଗତ କିଛି ବର୍ଷ ହେବ ଗାଁର ଚାଷୀ ବିଶେଷକରି ଛୋଟ, ମଧ୍ୟମ, ଭୂମିହୀନ ଓ ମହିଳା ଚାଷୀ ଫୁଲ ଚାଷ କରି ବେଶ୍ ଭଲ ରୋଜଗାର କରିପାରୁଛନ୍ତି । ଗତ କିଛି ବର୍ଷ ହେବ ସନାତନପାଲି ଗାଁ ଫୁଲ ଚାଷ ପାଇଁ ସାରା ରାଜ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ପାରମ୍ପରିକ ଧାନ, ମୁଗ, ବିରି ଚାଷ…

Read More

ନିଷ୍ପେସିତ ଓ ନିର୍ଯାତିତଙ୍କ ସ୍ୱର ସାଜିଛନ୍ତି ଧରିତ୍ରୀ

ଦିନେ ସମାଜସେବା ପାଇଁ ଘରୁ ଗୋଡ କାଢିଥିବା ଧରିତ୍ରୀ ଏବଂ ସରପଞ୍ଚ ଭାବେ ପରିଚିତ । ଅନ୍ୟ ସାଧାରଣ ସରପଞ୍ଚଙ୍କ ଭଳି ନୁହେଁ ବରଂ ସେ ପାଲଟିଛନ୍ତି ନଷ୍ପେସିତ ଓ ନିର୍ଯାତିତଙ୍କ ଦୃଢ ସ୍ୱର । ୪୫ ବର୍ଷୀୟା ଧରିତ୍ରୀଙ୍କ ସମାଜସେବାରୁ ସରପଞ୍ଚ ହେବା ଯାତ୍ରା କିନ୍ତୁ ଏତେ ସହଜ ନ ଥିଲା । ନିଜ ଭିତରେ ଲୋକଙ୍କ ପାଇଁ କାମ କରିବା ଝୁଙ୍କ ଏତେ ଥିଲା ଯେ ତିନି ତିନିଥର ସରକାରୀ ଚାକିରୀକୁ ବି ସେ…

Read More

ଓଡ଼ିଶାରେ ଅର୍କିଡ୍ ଚାଷ ସୃଷ୍ଟି କରୁଛି ରୋଜଗାରର ନୂଆ ପନ୍ଥା

ରାଜ୍ୟରେ ବଢୁଛି ଅର୍କିଡ୍ ଚାଷର ଚାହିଦା। ଆଗରୁ ଏହି ଫୁଲ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ମାତ୍ର ଏବେ ଧୀରେ ଧୀରେ ଓଡ଼ିଶାରେ ଏହି ଚାଷର ଚାହିଦା ବଢୁଛି।   ଦିନଥିଲା ଓଡ଼ିଶା ସମ୍ପୂର୍ଣ୍ଣ ଭାବେ ଥାଇଲାଣ୍ଡ , ମାଲେସିଆ ତଥା ଭାରତର ଅନ୍ୟ ରାଜ୍ୟରେ ଉତ୍ପାଦନ କରାଯାଉଥିବା ଅର୍କିଡ ଫୁଲ ଉପରେ ନିର୍ଭର କରୁଥିଲା । ମାତ୍ର ଏବେ ଓଡ଼ିଶାରେ ଏହାର ଉତ୍ପାଦନ ବଢ଼ିବାକୁ ଲଗିଛି । ଏପରିକି ବାହାର ରାଜ୍ୟକୁ…

Read More