‘କ୍ରେଚ୍’ ଆଦିବାସୀ ଶିଶୁଙ୍କ ନୂଆ ଆଶ୍ରୟ: ମା’ କୋଳର ବିକଳ୍ପ
ଯେଉଁଠି ସକାଳ ହେଲେ ଜୀବନ ଜୀବିକା ପାଇଁ ସଂଘର୍ଷ ଚାଲେ, ବିକାଶ ପହଂଚିବାରେ ବିଳମ୍ବ ହୁଏ, ସୁଷମ ଆହାର ବିନା ଶିଶୁଟି କୁପୋଷଣର ଶିକାର ହୁଏ ସେଠି ଲୋକେ ଆଧୁନିକତାର ଛାପଠୁ ଅନେକ ଦୂରରେ । ଏ ଭିତରେ ସେମାନଙ୍କ ପାଇଁ ସିୱାଇଏସଡି (ଯୁବ ସମାଜ ବିକାଶ କେନ୍ଦ୍ର) ଏକ ଅଭିନନ୍ଦନୀୟ ପଦକ୍ଷେପ ନେଇଛି । ଆରମ୍ଭ କରିଛି ଶିଶୁଘର ବା କ୍ରେଚ୍ । ମାଲକାନଗିରି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏ ବ୍ୟବସ୍ଥା ଅନେକଙ୍କୁ ଆଶ୍ଚର୍ଯ୍ୟ…
