ରାକ୍ଷୀ ଘୋଷ

କଞ୍ଚାମାଲ ଅଭାବ, ପ୍ରାକୃତିକ ବିପର୍ଯ୍ୟୟ କୁମ୍ଭାରଙ୍କ ପାଇଁ ବଡ ସମସ୍ୟା

ଭୁବନେଶ୍ୱର ରେ ଅନୁଷ୍ଠିତ ମୃତ୍ତିକା ପ୍ରଦର୍ଶନୀ ରେ ଭାଗ ନେଇଛନ୍ତି ରାଜ୍ୟ କୋଣ ଅନୁକୋଣର କଳାକାର । ସେମାନଙ୍କର ସୁନ୍ଦର ସୁନ୍ଦର କଳାକୃତୀ ଗ୍ରାହକମାନଙ୍କୁ ବେଶ ଆକୃଷ୍ଟ କରିଥିଲା। କିନ୍ତୁ ଟେରାକୋଟା କାମ ପାଇଁ ଶିଳ୍ପୀ ଟିଏ କି କି ସମସ୍ୟାର ସମ୍ମୁଖୀନ ହେଉଛି ସେ ନେଇ ଏକ ରିପୋର୍ଟ। ଭୁବନେଶ୍ୱର: ଗତ ୧୦- ୧୨ ବର୍ଷ ହେବ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେଉଥିବା ମୃତ୍ତିକା ପ୍ରଦର୍ଶନୀରେ ଭାଗନେଇ ଆସୁଛନ୍ତି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ…

Read More

ପାର୍ବଣ ପରର ଜଳ ପ୍ରଦୂଷଣ ପ୍ରତି ଆମେ କେତେ ସଚେତନ ?

    ଦୁର୍ଗାପୂଜା ହେଉ ଅବା ଗଣେଶ ପୂଜା ଓ ଗଜଲକ୍ଷ୍ମୀ ପୂଜା -ବାହାରେ ବୁଲି ବିଭିନ୍ନ ମେଢ ଓ ସାଜସଜ୍ଜା ଦେଖିବାକୁ କାହାକୁ ବା ଭଲ ନଲାଗେ । କିନ୍ତୁ ଆମ ଭିତରୁ କେହି କେବେ ଭାବିଛନ୍ତି ପୂଜା ସରିଯିବା ପରେ ଏହି ଆବର୍ଜନା ଗୁଡିକ କଣ ହୁଏ । ଏହାର ପରିବେଶ ଉପରେ କି ପ୍ରଭାବ ପଡେ । ପରିବେଶ ଅନୁକୂଳ ପୂଜା ଆୟୋଜନ କରିବାକୁ ପ୍ରଦୂଷଣ ବୋର୍ଡ ପକ୍ଷରୁ ଗାଇଡଲାଇନ ଥିଲେ ସୁଦ୍ଧା…

Read More

ବେଙ୍ଗାଲୁରୁରେ ଶ୍ରମିକ କାମ କରୁଥିବା ଶୁଭମ ଏବେ ଡାକ୍ତରୀ ଛାତ୍ର

କିଛି ମାସ ତଳେ ଯେଉଁ ଖବର ଲୋକଙ୍କ ମନ ଜିଣି ନେଇଥିଲା ତାହା ହେଉଛି ବେଙ୍ଗାଲୁରୁର ଏକ କନଷ୍ଟ୍ରକସନ ସାଇଟରେ ଶ୍ରମିକ ଭାବେ କାମ କରୁଥିବା ୧୯ ବର୍ଷର ଶୁଭମ ଶବର ନିଟ ପାସ କରିବା ପରେ ଏବେ ବ୍ରହ୍ମପୁର ମେଡିକାଲ କଲେଜରେ ଡାକ୍ତରୀ ପାଠ ପଢିବା ପାଇଁ ନାମ ଲେଖାଇଛନ୍ତି । ଶୁଭମଙ୍କ ଏହି ଯାତ୍ରା ବିଷୟରେ ଜାଣିବା ପାଇଁ ଷ୍ଟୋରିଜ ଓଡ଼ିଶା ଯାଇ ପହଞ୍ଚି ଥିଲା ଶୁଭମଙ୍କ ଗାଁ ମୁଦୁଲିଡିହରେ । ଭୁବନେଶ୍ୱର :…

Read More
Ranihat CHandi Medha

ଚାନ୍ଦିମେଢ ବଞ୍ଚାଇ ରଖିଛି କଟକର ତାରକସୀ କଳା

କଟକ ଜିଲ୍ଲାର ରୁପା ତାରକସୀ କାମ ୫୦୦ ବର୍ଷ ପୁରୁଣା । ରୂପାର ପତଳା ତାରରେ ତିଆରି କରାଯାଉଥିବା ବିଭିନ୍ନ ସୁନ୍ଦର କାରୁକାର୍ଯ୍ୟ ଦେଖିବାକୁ ବେଶ ମନୋରମ ଲାଗେ । ହେଲେ ଚାହିଦା ଓ ସରକାରୀ ପ୍ରୋତ୍ସାହନ ଅଭାବରୁ ଏହି କଳା ଦିନେ ବୁଡିବାକୁ ବସିଥିଲା । କିନ୍ତୁ ଗତ ୨୫-୩୦ ବର୍ଷ ହେବ କଟକର ବିଭିନ୍ନ ଦୁର୍ଗା ପୂଜା ମଣ୍ଡପ ଚାନ୍ଦି ମେଢ ଓ ରୂପା ଅଳଙ୍କାରରେ ସଜେଇ ହେବା ପରଠାରୁ ପିଢି ପରେ ପିଢି…

Read More

ଅଭାବଗ୍ରସ୍ତ ଶିଶୁଙ୍କ ପାଇଁ ମଦର୍ସ ମିଲ୍କ ବ୍ୟାଙ୍କ

ମାଆ କ୍ଷୀର ଶିଶୁ ପାଇଁ ଅମୃତ ତୁଲ୍ୟ, ଯାହା ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ସମ୍ପୂର୍ଣ ବିକାଶରେ ସାହାଯ୍ୟ କରିଥାଏ । କିନ୍ତୁ ଅନେକ ଶିଶୁ ଜନ୍ମ ପରେ ମାଆ କ୍ଷୀର ପାଇବାରୁ ବଞ୍ଚିତ ହୁଅନ୍ତି, ଯେମିତି ମାତୃ ମୃତ୍ୟୁ, ମା ର ଅସୁସ୍ଥତା ବା ଅନ୍ୟ ସାମାଜିକ କାରଣରୁ। ଏହି ଅଭାବ ଦୂର କରିବା ପାଇଁ ଗତ କିଛି ବର୍ଷ ହେବ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ଆରମ୍ଭ ହୋଇଛି ଏକ ଅଭିନବ ପ୍ରୟାସ…

Read More

ହିନ୍ଦୁ ମୁସଲମାନଙ୍କ ସଦଭାବନାର ରଥଯାତ୍ରା

ସମାଜରେ ଯେଉଁଠି ଧର୍ମ ଓ ଜାତିପ୍ରଥାକୁ ନେଇ ଅନେକ ସମୟରେ ହିଂସା ହେଉଛି ସେଇଠି ଓଡ଼ିଶା ଛତିଶଗଡ ସୀମାନ୍ତରେ ଥିବା ରେମେଣ୍ଡା ଗାଁର ସଦଭାବନା ରଥଯାତ୍ରା ଏକ ଭଲ ଉଦାହରଣ କହିଲେ ଭୁଲ ହେବ ନାହିଁ । ସାମ୍ପ୍ରଦାୟିକ ସଦଭାବନା ଓ ଭାଇଚାରାର ବାର୍ତା ବହନ କରିଥିବା ଏହି ରଥଯାତ୍ରାରେ ଓଡ଼ିଶା ଛତିଶଗଡ ସୀମାନ୍ତରେ ରହୁଥିବା ଅନେକ ଜଗନ୍ନାଥ ପ୍ରେମୀ ଏଠାକୁ ଟାଣି ହୋଇଆସନ୍ତି । ପ୍ରାୟ ଶହେ ବର୍ଷ ଧରିପାଳିତ ହେଉଥିବା ଏହି ନିଆରା ପରମ୍ପରା…

Read More

ବୟସ୍କଙ୍କୁ ଆପଣାର କରିପାରିଲେ ପରିବାରରେ ସୁଦୃଢ ହେବ ସଂପର୍କ

ଗାଁ ଓ ସହର ସବୁଠି ବୟସ୍କମାନେ ପରିବାରରେ ଏକାକୀ,  ଅଲୋଡା ଓ ଉପେକ୍ଷିତ ମନେ କରିଥାଆନ୍ତି । ଏକ ପରିସଂଖ୍ୟାନ ଅନୁସାରେ ୨୦୨୫ ବର୍ଷରେ ଦେଶରେ  ମୋଟ ଜନସଂଖ୍ୟାର ୧୨ ପ୍ରତିଶତଙ୍କ ବୟସ ୬୦ ବର୍ଷରୁ ଉର୍ଦ୍ଧ୍ୱ ଥିବାବେଳେ ୨୦୫୦ ବର୍ଷ ବେଳକୁ ବୟସ୍କଙ୍କ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟିବ । ତେବେ ବୟସ୍କ ଓ ଯୁବବର୍ଗଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରବା ସହ ଉଭୟଙ୍କ ମଧ୍ୟରେ ସୁସଂପର୍କ ସୃଷ୍ଟି ହୋଇ ପାରିଲେ ଏହି ସମସ୍ୟାକୁ…

Read More

ସବୁଜ ସୁନାକୁ ନିୟନ୍ତ୍ରଣ ମୁକ୍ତ କରିବାକୁ ତୋଳାଳୀଙ୍କ ଦାବି

ଲଘୁବନଜାତ ଦ୍ରବ୍ୟ ବିକ୍ରି କରି ପରିବାର ଚଳାଉଥିବା ଆଦିବାସୀଙ୍କ ମଧ୍ୟରେ ୮୦ ପ୍ରତିଶତ ହେଉଛନ୍ତି ମହିଳା । କିନ୍ତୁ ଗତ ୨ ବର୍ଷ ହେବ ରାଜ୍ୟ ସରକାର ସବୁଜ ସୁନା କୁହାଯାଉଥିବା କେନ୍ଦୁପତ୍ର କିଣୁ ନଥିବାରୁ ଆଦିବାସୀ ମହିଳାଙ୍କୁ ଅନେକ କ୍ଷତି ସହିବାକୁ ପଡୁଛି । ରାଜ୍ୟ ସରକାର ନକିଣିଲେ ବାହାରେ ବିକ୍ରି କରିବାକୁ ଅନୁମତି ଦେବାକୁ କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକର ବିଭିନ୍ନ ଗ୍ରାମସଭା ପକ୍ଷରୁ ଦାବି କରାଯାଇଛି । ଗତବର୍ଷ ଏହିଭଳି ବିକ୍ରି ହୋଇପାରିନଥିବାରୁ…

Read More