
ଗାଁ ମହିଳାଙ୍କ ଆମ୍ବ ଏବେ ୟୁରୋପୀୟ ମାର୍କେଟରେ
ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ ଯେ ଓଡ଼ିଶାର ଆମ୍ରପଲ୍ଲୀ ଆମ୍ବ ଏବେ ବିଦେଶରେ ପହଂଚିଛି । ଓଡ଼ିଶାର ଗାଁ ଗାଁରେ ମହିଳାମାନଙ୍କ ଦ୍ୱାରା କରାଯାଇଥିବା ଫାର୍ମରର୍ସ ପ୍ରଡ୍ୟୁସରର୍ସ କମ୍ପାନୀ ଏବେ ଆମ୍ବ ଚାଷ କରି ବିଦେଶକୁ ସୁଆଦିଆ ଆମ୍ରପଲ୍ଲୀ ଆମ୍ବ ରପ୍ତାନୀ କରିପାରୁଛନ୍ତି । ସେମାନେ ରୋଜଗାର କରି ନିଜେ ସ୍ବାବଲମ୍ବୀ ହେବା ସହ ଗାଁରେ ସମ୍ମାନ ପାଇପାରିଛନ୍ତି । ଅନେକ ମହିଳା ଏବେବି କେତେକ ଦେଶର ନାଁ ସଠିକ ଭାବେ କହିନପାରିଲେ ମଧ୍ୟ ତାଙ୍କ ବଗିଚାର…