ପ୍ରତିଦିନର ସଂଘର୍ଷ ସହ ଯୁଝୁଛନ୍ତି ଡେଲିଭରୀ ପର୍ସନ
ଗତ କିଛି ବର୍ଷ ହେବ ବଡ ବଡ ମେଟ୍ରୋ ସହର ଭଳି ଭୁବନେଶ୍ୱର ଓ କଟକରେ ମଧ୍ୟ ଯୁବପିଢି ଡେଲିଭରୀ ପର୍ସନ ଭାବେ କାମ କରିବା ଦେଖାଯାଉଛି । ଗାଁ ଗହଳରୁ କାମ ଅନ୍ୱେଷଣରେ ସହରକୁ ଆସୁଥିବା ଯୁବକ ଯୁବତୀ ଏହି ଡେଲିଭରୀ ପର୍ସନ ଭାବେ କାମ କରୁଛନ୍ତି । ପୁଣି ସହରର କିଛି ଯୁବକ ଯେଉଁମାନେ ପରିବାରକୁ ଆର୍ଥିକ ସାହାଯ୍ୟ, ହାତ ଖର୍ଚ୍ଚ ବା କଲେଜ ଫି ଦେବାକୁ ଅର୍ଥର ଆବଶ୍ୟକ କରନ୍ତିି ସେମାନେ ମଧ୍ୟ…
