ନ୍ୟାୟ ପାଇଁ ସଂଘର୍ଷ କରୁଛନ୍ତି ନାବାଳିକା ଦୁଷ୍କର୍ମ ପୀଡିତାଙ୍କ ମା
୨୦୧୬ ମସିହାରେ ମାତ୍ର ୫ ବର୍ଷ ବୟସରେ ସେ ଗାଁର ଜଣେ ବୟସ୍କ ଝିଅଟି ସହ ଦୁଷ୍କର୍ମ କଲେ । ପଂଚାୟତ ଟଙ୍କା ନେଇ ଚୁପ ରହିବାକୁ କହିବାରୁ ମା ଜଣକ ଦୋଷୀଙ୍କୁ ଦଣ୍ଡ ଦେବାକୁ ଜିଦ ଧରିଲେ । ସେବେଠୁ ପୁରା ପରିବାର ସାମାଜିକ ବାସନ୍ଦର ଶିକାର । ଏହା ଭିତରେ ୬ ବର୍ଷ ବିତିଯାଇଥିଲେ ବି ସେ ନ୍ୟାୟ ପାଇବା ପାଇଁ ତାଙ୍କ ଲଢେଇ ଜାରି ରଖିଛନ୍ତି ଓ ସରକାରଙ୍କ ଠାରେ ଗୁହାରୀ କରୁଛନ୍ତି…
