
‘ଗଲଙ୍ଗ-ଗବନ୍’ ବ୍ରାଣ୍ଡରେ ମୟୂରଭଂଜର ପାରମ୍ପରିକ ସାନ୍ତାଳି ଶାଢିର ସଂରକ୍ଷଣ
ଶୁଦ୍ଧତା ଓ ମୌଳିକତା ଯାହାର ପ୍ରତିବିମ୍ବ ସେମାନେ ହେଲେ ସାନ୍ତାଳି । ପ୍ରତିଟି ସୃଷ୍ଟିର ମୌଳିକତାକୁ ସୁରକ୍ଷା ଦେବା ଓ ତାର ସଂରକ୍ଷଣ କରିବା ଆଦିବାସୀ ପାରମ୍ପରାର ଅଂଶ । କୌଣସି ଜିନିଷର ଶୁଦ୍ଧତା ବଜାୟ ରଖି ଯତ୍ନରେ ତାହାକୁ ସୃଷ୍ଟି କରିବାର ଅର୍ଥ ‘ଗଲଙ୍ଗ ଗବନ୍’ । ଏଭଳି ଏକ ଆଭିମୁଖ୍ୟକୁ ସାକାର କରିବା ପାଇଁ ମୟୂରଭଞ୍ଜର ସାନ୍ତାଳି ଝିଅ ଲିପ୍ସା ହେମ୍ବ୍ରମ୍ ଗଲଙ୍ଗଗବନ୍ ନାମରେ ନିଜସ୍ୱ ବ୍ରାଣ୍ଡ ଆରମ୍ଭ କରିଛନ୍ତି । ହାଇଦ୍ରାବାଦ୍ର (ନ୍ୟାସନାଲ…