ପାର୍ବଣ ପରର ଜଳ ପ୍ରଦୂଷଣ ପ୍ରତି ଆମେ କେତେ ସଚେତନ ?
ଦୁର୍ଗାପୂଜା ହେଉ ଅବା ଗଣେଶ ପୂଜା ଓ ଗଜଲକ୍ଷ୍ମୀ ପୂଜା -ବାହାରେ ବୁଲି ବିଭିନ୍ନ ମେଢ ଓ ସାଜସଜ୍ଜା ଦେଖିବାକୁ କାହାକୁ ବା ଭଲ ନଲାଗେ । କିନ୍ତୁ ଆମ ଭିତରୁ କେହି କେବେ ଭାବିଛନ୍ତି ପୂଜା ସରିଯିବା ପରେ ଏହି ଆବର୍ଜନା ଗୁଡିକ କଣ ହୁଏ । ଏହାର ପରିବେଶ ଉପରେ କି ପ୍ରଭାବ ପଡେ । ପରିବେଶ ଅନୁକୂଳ ପୂଜା ଆୟୋଜନ କରିବାକୁ ପ୍ରଦୂଷଣ ବୋର୍ଡ ପକ୍ଷରୁ ଗାଇଡଲାଇନ ଥିଲେ ସୁଦ୍ଧା…
