ସବୁ ଦୁଃଖ ଭୁଲି କୃଷ୍ଣ ପ୍ରେମରେ ବିଭୋର

ଭୁବନେଶ୍ୱର : କୃଷ୍ଣ ନାମ ଡାକି ଆମର ଦିନ ଆରମ୍ଭ ଓ ଶେଷ ହୁଏ । ତାରି ଭିତରେ କିଛି ଦୁଃଖ ସୁଖ ବି ଚାଲେ – ଏମିତି କିଛି କୁହନ୍ତି ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସି ପୁରୁଣା ଭୁବନେଶ୍ୱରର ଏକ ଧର୍ମଶାଳାରେ ଏକାଠି ହୋଇଥିବା ବିଧବା ମାନେ । ସେମାନେ ପ୍ରତିବର୍ଷ ଏଇ ଧର୍ମଶାଳାକୁ ଆସନ୍ତି, ଏକାଠି ହୁଅନ୍ତି ରାଈଦାମୋଦର ବ୍ରତ ପାଳନ କରନ୍ତି ଆଉ ବ୍ରତ ଶେଷ ହେବା ପରେ ନିଜ ନିଜ ଘରକୁ…

Read More