
ସମ୍ପର୍କକୁ ସୁଦୃଢ଼ କରୁଛି ନୂଆପାଟଣାର ଖଣ୍ଡାପାଟୁଆ ଯାତ୍ରା
ଆମ ସମାଜରେ କିଛି ପ୍ରଥା ଓ ପରମ୍ପରା ଆଜି ବି ଯୋଡ଼ି ରଖିଛି ଗାଁ ଲୋକଙ୍କୁ । ତା ମଧ୍ୟରେ ଏକ ବଡ ପରମ୍ପରା ହେଉଛି ଓଡ଼ିଆଙ୍କ ନବବର୍ଷ ଯାହା ପଣାସଂକ୍ରନ୍ତି ଦିନ ପାଳିତ ହୁଏ । କଟକ ଜିଲ୍ଲା ନୂଆପାଟଣା ଗାଆଁରେ ପ୍ରତିବର୍ଷ ନିଆରା ଢଙ୍ଗରେ ପାଳିତ ହୁଏ ଖଣ୍ଡାପାଟୁଆ କାଳେଶି ଯାତ୍ରା । ଆଖପାଖ ୫୦ ଖଣ୍ଡ ଗାଁର ଲୋକ ଏହି ଯାତ୍ରା ଦେଖିବାକୁ ରୁଣ୍ଡ ହୁଅନ୍ତି। ନିଜ ନିଜ ଭିତରେ କଳି ଝଗଡ଼ା ଭୁଲି…