
ଗାଁରେ ଚାଷୀଙ୍କୁ ଜୈବିକ ଖତ ଯୋଗାଉଛନ୍ତି ମହିଳା
ଗଞ୍ଜାମ : ଗତ କିଛି ବର୍ଷ ହେବ ଗାଁରେ ଚାଷୀମାନଙ୍କୁ ଜୈବିକ ଖତରେ ଚାଷ କରିବାକୁ ଗୁରୁତ୍ୱ ଦିଆଯାଉଥିଲେ ମଧ୍ୟ ଜୈବିକ ଖତ ପ୍ରସ୍ତୁତ କରିବା ଓ ଏଥିପାଇଁ ଆବଶ୍ୟକ ହେଉଥିବା ସମୟ ଓ ଶ୍ରମ ଦେଇପାରୁନଥିବାରୁ ଅନେକ ଚାଷୀ ଏହାକୁ କରିବାକୁ ଆଗ୍ରହୀ ହୁଅନ୍ତି ନାହିଁ । ବଜାରରେ ମିଳୁଥିବା ରାସାୟନିକ ସାର ଭଳି ଯଦି ଜୈବିକ ଖତ ମଧ୍ୟ ବଜାରରେ ଉପଲବ୍ଧ ହେବ, ଅବା କୌଣସି ଗୋଟିଏ ସ୍ଥାନରୁ ଚାଷୀମାନେ ସହଜରେ ଓ ସୁବିଧାରେ…