ପୋଡମପେଟା ବିସ୍ଥାପିତଙ୍କ କାହାଣୀ: ଜୀବନ ବଦଳିଲା, ଜୀବିକା ବାଜିରେ
ସମୁଦ୍ର ଆମର ଭାତ ହାଣ୍ଡି । ଆମ ଜୀବନ ଜୀବିକା । ତା’ ସହ ସମ୍ପର୍କ ଜନ୍ମ ଜନ୍ମର । ପିଢ଼ି ପିଢ଼ି ଧରି ତା’ରି କୋଳରେ ବଞ୍ଚି ଆସିଛୁ । ସମୁଦ୍ର ଆମ ଘର, ପରିବାର ସବୁକିଛି । ହେଲେ ସେ ଦିନ ଆଉ ନାହିଁ । ସମୁଦ୍ର ବାରମ୍ବାର କୂଳ ଲଙ୍ଘିବାରୁ ଘର ଭାସିଗଲା । ଶେଷରେ ସରକାର ବିସ୍ଥାପିତ କରିଦେଲେ । ପୁଣି ଥଇଥାନ କଲେ । ଏବେ ଆଗ ଅପେକ୍ଷା ଭଲରେ…
