ଟସର ସିଲ୍କ ସହ ନିଜ ସ୍ୱପ୍ନର ଡେଣା ମେଲାଉଥିବା କେନ୍ଦୁଝରର ଆଦିବାସୀ ମହିଳାମାନେ
କିଛିବର୍ଷ ତଳେ କେନ୍ଦୁଝର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଗାଁର ମହିଳାମାନଙ୍କ ପାଇଁ ରୋଜଗାରର ମାଧ୍ୟମ ଥିଲା ପାଖ ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବଜାରରେ ବିକ୍ରୀ କରିବା, କିନ୍ତୁ ଏବେ ସେମାନଙ୍କୁ ନୂଆ ପରିଚୟ ମିଳିଛି । ଆଉ ସେ ପରିଚୟ ଦେଇଛି ଭଗାମୁଣ୍ଡା ଟସର ସିଲ୍କ ପାର୍କ । ଯେଉଁଠି ଏବେ ୨୦୦ରୁ ଅଧିକ ଆଦିବାସୀ ମହିଳା କାମ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି । ଭୁବନେଶ୍ୱର ; ଟସର ଶାଢୀ ଆମକୁ ଜାତୀୟ ସ୍ତରରେ…
