ଟି- ଟ୍ରାନସଜେଣ୍ଡରଙ୍କ କାହାଣୀ ଏବେ ପରଦାରେ
ମେଘନା ସାହୁଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହୋଇଛି ଓଡ଼ିଆ ଫିଲ୍ମ -ଟି । ଟ୍ରାନ୍ସଜେଣ୍ଡର କମ୍ୟୁନିଟିର ମେଘନାଙ୍କ ସଂଘର୍ଷର କାହାଣୀ ତାଙ୍କର ଜନ୍ମରୁ ଆରମ୍ଭ କରି ତାଙ୍କ ବୈବାହିକ ଜୀବନ ଯାଏଁ ଲମ୍ବିନି ବରଂ ତାଙ୍କ ସମ୍ପ୍ରଦାୟର ଲୋକଙ୍କ ସ୍ୱର ହେବାର ପରିଧିକୁ ବି ପାର କରିଛି । ନିକଟରେ ତାଙ୍କ ଜୀବନ କାହାଣୀକୁ ନେଇ ଏକ ଚଳଚ୍ଚିତ୍ର ଟି ‘ଦ ଷ୍ଟୋରୀ ଅଫ୍ ଆଓାରସ୍’ (ଆମମାନଙ୍କ କାହାଣୀ) ରିଲିଜ୍ ହୋଇଥିବା ବେଳେ ତାଙ୍କୁ ସବୁ ମହଲରୁ…
