ଏମିତି ବି ହୁଏ ଭସାଣି, ଡଙ୍ଗାରେ ନେଇ କରାହୁଏ ବିସର୍ଜନ

କେନ୍ଦ୍ରାପଡା: ଏମିତି ତ ଆପଣ ଅନେକ ଭସାଣି ଦେଖିଥିବେ କିନ୍ତୁ ପ୍ରତିବର୍ଷ କେନ୍ଦ୍ରାପଡା ରାଜନଗର ବ୍ଲକର ହଂସୁଆ ନଦୀରେ ହେଉଥିବା ଭସାଣି ସବୁଠାରୁ ନିଆରା । ଅନ୍ୟ ସବୁସ୍ଥାନରେ ମାଙ୍କ ବିସର୍ଜନ ପୁର୍ବରୁ ସହରରେ ପରିକ୍ରମା କରାଯାଇ ନଦୀରେ ବିସର୍ଜନ କରାଯାଏ କିନ୍ତୁ ରାଜନଗରରେ ୫ଦିନ ଧରି ପୂଜା ସରିବା ପରେ ମାଙ୍କ ମୂର୍ତ୍ତୀକୁ ନୌକାରେ ରଖି ପରିକ୍ରମା କରାଯିବା ପରେ ନଦୀରେ ବିସର୍ଜନ କରାହୁଏ । କେବେଠାରୁ ଏହି ପରମ୍ପରା ରାଜନଗର ଅଂଚଳରେ ଚାଲିଆସିଛି ତାହାର…

Read More