
ପୁଣି ଫେରିଛି ଲୋଧା ଜନଜାତିଙ୍କ ଝୁମର ନାଚ
ମୟୁରଭଞ: ସମସ୍ତେ ଚାହାଁନ୍ତି ତାଙ୍କ ପରମ୍ପରା ଓ ନୃତ୍ୟ ପିଢି ପରେ ପିଢି ଜୀବିତ ରହୁ ଏବଂ ଆଗାମୀ ପିଢି ନିଜ ପରମ୍ପରା, ନୃତ୍ୟ ସଂଗୀତକୁ ନେଇ ଗର୍ବ କରୁ । କିନ୍ତୁ ବିଭିନ୍ନ କାରଣରୁ ଏହା ହୋଇପାରୁନଥିବା ବେଳେ ମୟୁରଭଞ ଜିଲ୍ଲାର ଲୋଧା ଜନଜାତିଙ୍କ ଚେଷ୍ଟା ବେଶ ପ୍ରଶଂସନୀୟ ହୋଇପାରିଛି । ନିଜେ ପାରମ୍ପରିକ ନୃତ୍ୟକୁ ବଂଚାଇ ରଖିବା ସହ ନିକଟରେ ସେମାନେ ଦିଲ୍ଲା ପ୍ରଗତି ମଇଦାନରେ ରାଷ୍ଟ୍ରପତିଙ୍କ ସମ୍ମୁଖରେ ଝୁମର ନୃତ୍ୟ ପରିବେଷଣ କରି…