ମାଙ୍କଡିଆ ଜନଜାତିଙ୍କୁ ମିଳିଲା ବସତି ଅଧିକାର, ଅପେକ୍ଷାରେ ରହିଛନ୍ତି ଅନ୍ୟ ଜନଜାତି

ଭୁବନେଶ୍ୱର : ପାଉଡି ଭୁୟାଁ ଜନଜାତିଙ୍କ ପରେ ଏବେ ମାଙ୍କଡିଆ ଜନଜାତିଙ୍କୁ ମିଳିଲା ବସତି ଉପରେ ଅଧିକାର । ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାରେ ଅଧିକ ସଂଖ୍ୟାରେ ଦେଖାଯାଉଥିବା ଏହି ଜନଜାତିଙ୍କୁ ନିକଟରେ ବାରିପଦାଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ତାଙ୍କର ବସତି ଅଧିକାର ସାର୍ଟିଫିକେଟ ପ୍ରଦାନ କରିଛନ୍ତି । ଏହା ସେମାନଙ୍କ ମଧ୍ୟରେ ଖୁସି ଆଣିବା ସହ ସେମାନଙ୍କ ଜୀବିକାକୁ ପୁଣି ଫେରାଇ ଆଣିବ…

Read More