ରୁଗୁଡ଼ିପାଲିର ଅଙ୍ଗନବାଡ଼ି ଦିଦି ଗୀତାଞ୍ଜଳି: ବାଲ୍ୟବିବାହ ବନ୍ଦରୁ ନିଶା ନିବାରଣ ଉଦ୍ୟମ, ବଦଳାଇପାରିଛନ୍ତି ଅଙ୍ଗନବାଡ଼ିର ଚିତ୍ର

ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ଆସନ୍ତୁ ଭେଟିବା ଏପରି ଜଣେ ମହିଳାଙ୍କୁ ଯିଏ ଜଣେ ଅଙ୍ଗନବାଡ଼ି କର୍ମୀ ।କିନ୍ତୁ ତାଙ୍କ ଜୀବନ ବନ୍ଧା ସମାଜର ଉନ୍ନତିରେ । କେତେବେଳେ ବାଲ୍ୟ ବିବାହକୁ ରୋକିବା ତ କେତେବେଳେ ନିଶା ପ୍ରସାରକୁ ଅଟକାଇବା । ପୁଣି ଶିଶୁ ଶ୍ରମିକ ଉଛେଦ ସହ ପିଲାଙ୍କ ସୁନ୍ଦର ଭବିଷ୍ୟତ ଗଢିବା ଭଳି ଅନେକ କଥା କରି ସେ ଆଜି ଚର୍ଚ୍ଚାରେ । ସେଥିପାଇଁ ତାଙ୍କ କଥା ଆଜି ଗାଁ…

Read More

ଆଦିବାସୀମୂଲକର ସୁନା ଝିଅ ରାଣୀ: ଶିଶୁ ଶ୍ରମିକରୁ ଡାକ୍ତରାଣୀ

 ଆଦିବାସୀ ସାନ୍ତାଳୀ ସମ୍ପ୍ରଦାୟରେ ଝିଅମାନଙ୍କୁ ସାଧାରଣତଃ କମ ବୟସରେ ବାହାଘର କରିଦିଆଯାଏ । କିନ୍ତୁ ଏହି ସମ୍ପ୍ରଦାୟର ଝିଅ ରାଣୀ ଏହା ତାଙ୍କ ସହ ଘଟୁ ବୋଲି ଚାହୁଁ ନଥିଲେ । ଜୀବନରେ କିଛି କରିବାର ଆଶାକୁ ପୂରା କରିବା ପାଇଁ କଠିନ ପରିଶ୍ରମ, ଅଧ୍ୟବସାୟ ଏବଂ ନିଷ୍ଠା ବଳରେ ସେ ଗତବର୍ଷ ଡାକ୍ତରୀ ପଢିବା ପାଇଁ ସର୍ବଭାରତୀୟ ପରୀକ୍ଷା ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଶିଶୁ ଶ୍ରମିକ ଭାବେ କାମ କରୁଥିବ ରାଣୀ ଏବେ…

Read More

ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସ: ବଣମୂଲକରେ ଶିକ୍ଷାର ଆଲୋକ ଦେଖାଉଛି ବହୁଭାଷୀ ଶିକ୍ଷା

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଜନଜାତିଙ୍କ ଶିକ୍ଷାର ସାଥୀ ପାଲଟିଛନ୍ତି ବହୁଭାଷୀ ଶିକ୍ଷକ । ବଣମୂଲକରେ ଅଧାରୁ ପାଠ ଛାଡ଼ି ଦେଉଥିବା ବଣମଲ୍ଲୀମାନଙ୍କୁ ପୂର୍ଣ୍ଣରୂପେ ପ୍ରସ୍ଫୁଟିତ କରାଇବାକୁ ଶିକ୍ଷାର ସାଥୀ ପାଲଟିଛନ୍ତି । ବହୁ ପ୍ରତିଘାତ ଭିତରେ ସେମାନଙ୍କୁ ମାତୃଭାଷାରେ ଶିକ୍ଷାଦାନ ସହିତ ଆଗକୁ ବାଟ କଢେଇ ନେଉଛନ୍ତି । ପରେ ଦ୍ବିଭାଷୀ, ତ୍ରିଭାଷୀ ଶିକ୍ଷା ଦେଉଛନ୍ତି । ମୂଳରୁ ମାତୃଭାଷାରେ ଜନଜାତି ଛାତ୍ରଛାତ୍ରୀଙ୍କୁ ସମୃଦ୍ଧ କରୁଛନ୍ତି ବହୁଭାଷୀ ଶିକ୍ଷକ । ଆଜି ଫେବ୍ରୁଆରୀ ୨୧ । ସମଗ୍ର…

Read More

ଓଡିଶାରେ କେଶର ଚାଷ: ପାଲଟିଛି ରୋଜଗାରର ନୂଆ ମାଧ୍ୟମ

ଏବେ ଓଡ଼ିଶାରେ ହେଉଛି ମହଙ୍ଗା ମସଲା କେଶର ଚାଷ  । ପୁଣି ଡିମାଣ୍ଡରେ ବିଶ୍ୱ ପ୍ରସିଦ୍ଧ କାଶ୍ମୀରର ମୋଙ୍ଗ୍ରା କେଶର  ଯାହା ଚାଷୀଙ୍କ ଅଧିକ ପସନ୍ଦ  । ଭୁବନେଶ୍ୱରର ଚାଷୀ ସୁବ୍ରତଙ୍କଠୁ ନେଇ ଝାରସୁଗୁଡ଼ାର ସୁଜାତାଙ୍କ ପର୍ଯ୍ୟନ୍ତ ଅନେକ ଏହି ଲାଭଦାୟକ ଚାଷ କରି ସଫଳ ହୋଇଛନ୍ତି । ଖାଲି ସଫଳ ହୋଇନାହାନ୍ତି, ବରଂ କେଶର ଉତ୍ପାଦନରେ ରାଜ୍ୟରେ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି । ଓଡ଼ିଶାରେ ପାରମ୍ପରିକ ଚାଷ ହୋଇ ଆସୁଥିଲା ବେଳେ ବର୍ତ୍ତମାନ ବିଭିନ୍ନ…

Read More

ଫୁଲ ଦେଲା ନୂଆ ପରିଚୟ: ଭୂମିହୀନ ଓ ମହିଳା ଚାଷୀ ଏବେ ସ୍ୱାବଲମ୍ବୀ

ସମ୍ବଲପୁର ଜିଲ୍ଲା ଯୁଜୁମରା ବ୍ଲକ୍ ଅନ୍ତର୍ଗତ ସନାତନପାଲି ଗାଁ ଏବେ ରଙ୍ଗବେରଙ୍ଗ ଫୁଲରେ ଭରପୂର । କାରଣ ଗତ କିଛି ବର୍ଷ ହେବ ଗାଁର ଚାଷୀ ବିଶେଷକରି ଛୋଟ, ମଧ୍ୟମ, ଭୂମିହୀନ ଓ ମହିଳା ଚାଷୀ ଫୁଲ ଚାଷ କରି ବେଶ୍ ଭଲ ରୋଜଗାର କରିପାରୁଛନ୍ତି । ଗତ କିଛି ବର୍ଷ ହେବ ସନାତନପାଲି ଗାଁ ଫୁଲ ଚାଷ ପାଇଁ ସାରା ରାଜ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ପାରମ୍ପରିକ ଧାନ, ମୁଗ, ବିରି ଚାଷ…

Read More

ପୋଡମପେଟା ବିସ୍ଥାପିତଙ୍କ କାହାଣୀ: ଜୀବନ ବଦଳିଲା, ଜୀବିକା ବାଜିରେ

ସମୁଦ୍ର ଆମର ଭାତ ହାଣ୍ଡି । ଆମ ଜୀବନ ଜୀବିକା । ତା’ ସହ ସମ୍ପର୍କ ଜନ୍ମ ଜନ୍ମର । ପିଢ଼ି ପିଢ଼ି ଧରି ତା’ରି କୋଳରେ ବଞ୍ଚି ଆସିଛୁ । ସମୁଦ୍ର ଆମ ଘର, ପରିବାର ସବୁକିଛି । ହେଲେ ସେ ଦିନ ଆଉ ନାହିଁ । ସମୁଦ୍ର ବାରମ୍ବାର କୂଳ ଲଙ୍ଘିବାରୁ ଘର ଭାସିଗଲା । ଶେଷରେ ସରକାର ବିସ୍ଥାପିତ କରିଦେଲେ । ପୁଣି ଥଇଥାନ କଲେ । ଏବେ ଆଗ ଅପେକ୍ଷା ଭଲରେ…

Read More

ନିଷ୍ପେସିତ ଓ ନିର୍ଯାତିତଙ୍କ ସ୍ୱର ସାଜିଛନ୍ତି ଧରିତ୍ରୀ

ଦିନେ ସମାଜସେବା ପାଇଁ ଘରୁ ଗୋଡ କାଢିଥିବା ଧରିତ୍ରୀ ଏବଂ ସରପଞ୍ଚ ଭାବେ ପରିଚିତ । ଅନ୍ୟ ସାଧାରଣ ସରପଞ୍ଚଙ୍କ ଭଳି ନୁହେଁ ବରଂ ସେ ପାଲଟିଛନ୍ତି ନଷ୍ପେସିତ ଓ ନିର୍ଯାତିତଙ୍କ ଦୃଢ ସ୍ୱର । ୪୫ ବର୍ଷୀୟା ଧରିତ୍ରୀଙ୍କ ସମାଜସେବାରୁ ସରପଞ୍ଚ ହେବା ଯାତ୍ରା କିନ୍ତୁ ଏତେ ସହଜ ନ ଥିଲା । ନିଜ ଭିତରେ ଲୋକଙ୍କ ପାଇଁ କାମ କରିବା ଝୁଙ୍କ ଏତେ ଥିଲା ଯେ ତିନି ତିନିଥର ସରକାରୀ ଚାକିରୀକୁ ବି ସେ…

Read More

ମହିଳା ମତ୍ସ୍ୟଜୀବୀଙ୍କ ନିତିଦିନିଆ ସଂଘର୍ଷର କାହାଣୀ

ଏଇ ସମୁଦ୍ର ଆମର ସବୁକିଛି । ଆମର ଜମି କି ଜଙ୍ଗଲ ନାହିଁ କିନ୍ତୁ ଏଇ ସମୁଦ୍ର ଆମ ପେଟକୁ ଦାନା ଦିଏ । ଗତ ୪୦-୫୦ ବର୍ଷ ହେବ ଆମେ ସମୁଦ୍ର ମାଛ ବିକ୍ରି କରି ପେଟ ପୋଷୁଛୁ । ଆଗେ ଛୋଟ ବେଳେ ମୁଁ ମୋ ମା ସହିତ ଆସୁଥିଲି ତା ପରେ ଅନ୍ୟ ମହିଳାମାନଙ୍କ ସହ ମିଶି ଆସୁଛି। ଆମ କାମ ବହୁତ କଷ୍ଟ । ରାତି ୩ ଟାରୁ ଆରମ୍ଭ କରି…

Read More

କଞ୍ଚାମାଲ ଅଭାବ, ପ୍ରାକୃତିକ ବିପର୍ଯ୍ୟୟ କୁମ୍ଭାରଙ୍କ ପାଇଁ ବଡ ସମସ୍ୟା

ଭୁବନେଶ୍ୱର ରେ ଅନୁଷ୍ଠିତ ମୃତ୍ତିକା ପ୍ରଦର୍ଶନୀ ରେ ଭାଗ ନେଇଛନ୍ତି ରାଜ୍ୟ କୋଣ ଅନୁକୋଣର କଳାକାର । ସେମାନଙ୍କର ସୁନ୍ଦର ସୁନ୍ଦର କଳାକୃତୀ ଗ୍ରାହକମାନଙ୍କୁ ବେଶ ଆକୃଷ୍ଟ କରିଥିଲା। କିନ୍ତୁ ଟେରାକୋଟା କାମ ପାଇଁ ଶିଳ୍ପୀ ଟିଏ କି କି ସମସ୍ୟାର ସମ୍ମୁଖୀନ ହେଉଛି ସେ ନେଇ ଏକ ରିପୋର୍ଟ। ଭୁବନେଶ୍ୱର: ଗତ ୧୦- ୧୨ ବର୍ଷ ହେବ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେଉଥିବା ମୃତ୍ତିକା ପ୍ରଦର୍ଶନୀରେ ଭାଗନେଇ ଆସୁଛନ୍ତି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ…

Read More

ପାର୍ବଣ ପରର ଜଳ ପ୍ରଦୂଷଣ ପ୍ରତି ଆମେ କେତେ ସଚେତନ ?

    ଦୁର୍ଗାପୂଜା ହେଉ ଅବା ଗଣେଶ ପୂଜା ଓ ଗଜଲକ୍ଷ୍ମୀ ପୂଜା -ବାହାରେ ବୁଲି ବିଭିନ୍ନ ମେଢ ଓ ସାଜସଜ୍ଜା ଦେଖିବାକୁ କାହାକୁ ବା ଭଲ ନଲାଗେ । କିନ୍ତୁ ଆମ ଭିତରୁ କେହି କେବେ ଭାବିଛନ୍ତି ପୂଜା ସରିଯିବା ପରେ ଏହି ଆବର୍ଜନା ଗୁଡିକ କଣ ହୁଏ । ଏହାର ପରିବେଶ ଉପରେ କି ପ୍ରଭାବ ପଡେ । ପରିବେଶ ଅନୁକୂଳ ପୂଜା ଆୟୋଜନ କରିବାକୁ ପ୍ରଦୂଷଣ ବୋର୍ଡ ପକ୍ଷରୁ ଗାଇଡଲାଇନ ଥିଲେ ସୁଦ୍ଧା…

Read More